ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ୧୧ ଶହ ପ୍ଲସ୍‌ ଟ୍ରେଣ୍ଡ ଜାରି ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୧୧ ଶହ ୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୯୦ ଏବଂ ଲୋକାଲ…

୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ : ୨୪ ଯାଏଁ ପ୍ରବଳ ବର୍ଷିବ !

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଆହୁରି ତିନି ଦିନ ବର୍ଷା ଲାଗି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ…

କୋଣାର୍କରୁ ଭୁବନେଶ୍ୱର ଓ କାକଟପୁରକୁ ବସ୍‌ ସେବା ବନ୍ଦ

ନିର୍ଭୟ ମିଡ଼ିଆ : କୋଣାର୍କ : କୋଣାର୍କ-ଭୁବନେଶ୍ୱର ଓ କାକଟପୁର-ଭୁବନେଶ୍ୱରକୁ ମୋ ବସ୍‌ ସେବା ସହ ସମସ୍ତ ଯାତ୍ରୀବାହୀ ବସ୍‌ ସେବା ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କୋଣାର୍କ ଓ ନିମାପଡା…

କୋରାପୁଟ ଓ ବଲାଙ୍ଗିରର ସବୁ ସିଆରସିସିଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କୋରାପୁଟ ଓ ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣା ପଦାକୁ ଆସିବା ପରେ ଆକ୍ସନ ମୁଡକୁ ଆସିଯାଇଛି ଗଣଶିକ୍ଷା ବିଭାଗ । ଏହି ଦୁଇ ଜିଲ୍ଲାର ସବୁ ଉଜଉଉଙ୍କୁ କାର୍ଯ୍ୟାନ୍ତର କରିବା ଲାଗି ଗଣଶିକ୍ଷା…

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୯୭.୭୧% ପିଲା ପାସ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି । ପିଲାମାନେ ୱେବ୍‌ସାଇଟରେ ନିଜ ରେଜଲ୍ଟ ବିଷୟରେ ଜାଣିପାରିବେ । ଏବେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଦିନ ୨ଟାରେ ସିବିଏସଇ ୧୦ମ…

୩୩୨ ଖଣ୍ଡ ଭୋଟରେ ଆଗୁଆ ଦ୍ରୌପଦୀ ମୁର୍ମୁ

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶରେ ପଞ୍ଚଦଶ ରାଷ୍ଟ୍ରପତି ଲାଗି ହୋଇଥିବା ନିର୍ବାଚନର ପ୍ରଥମ ରାଉଣ୍ଡ ଫଳାଫଳ ଆସିଛି। ଆଜି ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ଖଣ୍ଡ ଭୋଟ ପାଇଛନ୍ତି। ଯାହାର ମୂଲ୍ୟ ହେଉଛି ୩,୭୮,୦୦୦। ସେହିପରି…

ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଙ୍ଘେ

ଏଜେନ୍ସୀ : କଲମ୍ବୋ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଙ୍ଘେ । ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଛନ୍ତି । ତେବେ ଦେଶରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବା…

ବିଶ୍ୱ ଧନୀ ତାଲିକାରେ ବିଲ ଗେଟ୍ସଙ୍କୁ ଅତିକ୍ରମ କଲେ ଆଦାନି

ଏଜେନ୍ସୀ : ନୂଆଦିଲ୍ଲୀ : ଧନୀ ତାଲିକାରେ ବିଶ୍ୱର ପ୍ରତିଷ୍ଠିତ ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କୁ ଅତିକ୍ରମ କଲେ ଗୌତମ ଆଦାନି । ଆଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନି ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ମାଇକ୍ରୋସଫ୍ଟର କୋ…

ଇଡିରେ ହାଜର ହେଲେ ସୋନିଆ ଗାନ୍ଧି, କଂଗ୍ରେସର ପ୍ରତିବାଦ

ଏଜେନ୍ସୀ : ନୂଆଦିଲ୍ଲୀ : ନ୍ୟାସନାଲ ହେରାଲଡ୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ସେଠାରେ ଆଜି ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ୍‌ ଘୋଟାଲାରେ ଜେରାର ସମ୍ମୁଖୀନ ହେବେ । ସୋନିଆ ଗାନ୍ଧିଙ୍କୁ…

ନୂପୁର ଶର୍ମାଙ୍କ ସମର୍ଥନ କରିବାରୁ ଓକିଲଙ୍କୁ ହତ୍ୟା ଧମକ

ଏଜେନ୍ସୀ : ଲକ୍ଷ୍ନୌ : ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଥମୁନି ଭାଜପାର ପୂର୍ବତନ ନେତ୍ରୀ ନୂପୁର ଶର୍ମାଙ୍କୁ ନେଇ ବିବାଦ । ତାଙ୍କୁ ଯିଏ ସମର୍ଥନ କରୁଛି, ତାକୁ ମିଳୁଛି ମୃତ୍ୟୁ ଦଣ୍ଡ । ଏହାର ଏକ ଉଦାହରଣ…