Former MP Manjulata Mandal Join BJP: ବିଜେପିରେ ମିଶିଲେ ପୂର୍ବତନ ସାଂସଦ ମଞ୍ଜୁଲତା ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ

ବିଜେପିରେ ମିଶିଲେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ତାଙ୍କ ସ୍ୱାମୀ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ଭଦ୍ରକର ପ୍ରଭାବଶାଳୀ ‘ମଣ୍ଡଳ ଦମ୍ପତି’ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ତାଙ୍କ ସହ ସୁବାସିନୀ ସାହୁ…

Bridge Safety Check Order in Odisha: ବର୍ଷା ପାଇଁ ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ

ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ । ବର୍ଷା ଋତୁ ପାଖେଇ ଆସୁଥିବାରୁ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସେତୁର ଏକ ବ୍ୟାପକ ଢାଞ୍ଚାଗତ ସୁରକ୍ଷା ମୂଲ୍ୟାଙ୍କନ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପୂର୍ତ୍ତ ବିଭାଗର ଇଞ୍ଜିନିୟର -ଇନ-ଚିଫ ଲକ୍ଷ୍‌ମୀକାନ୍ତ ପାଢୀ…

Balianta Mob Lynching Case: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା; ୨ ଦିନିଆ ରିମାଣ୍ଡରେ ୩ ମୁଖ୍ୟ ଅଭିଯୁକ୍ତ

ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆସିଥିବା ତିନି ଅଭିଯୁକ୍ତ ହେଲେ ସ୍କାଇଲାବ ପତି, ବିସ୍ମୟ ମହାନ୍ତି ଏବଂ ପଞ୍ଚାନନ ବଡ଼ଜେନା। ସେମାନଙ୍କୁ ଝାରପଡା ଜେଲରୁ ସ୍ୱତନ୍ତ୍ର ସୁରକ୍ଷା…

Text Book Error Row: ତ୍ରୁଟିଗୁଡ଼ିକର ତର୍ଜମା ଚାଲିଛି; ଖୁବଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ: ଗଣଶିକ୍ଷା ସଚିବ

ଖୁବଶୀଘ୍ର ଯୋଗାଇ ଦିଆଯିବ ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ । ଏ ନେଇ ଆଜି କହିଲେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ। ସେ କହିଛନ୍ତି ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ…

आज से देश में लागू हुआ VB-G RAM G एक्ट; अब 125 दिन काम की गारंटी

‘विकसित भारत – रोज़गार और आजीविका मिशन (ग्रामीण) (VB-G RAM G) एक्ट, 2025’ बुधवार से पूरे ग्रामीण भारत में लागू । यह एक नए फ़्रेमवर्क की शुरुआत है जिसका मकसद…

Tamil Nadu Gas Tragedy: ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ୬ ଥାନାରେ FIR ରୁଜୁ କଲା ଶ୍ରମ ବିଭାଗ

ତାମିଲନାଡୁ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ୬ ଥାନାରେ FIR ରୁଜୁ କଲା ଶ୍ରମ ବିଭାଗ । ଉପଯୁକ୍ତ ଡକ୍ୟୁମେଣ୍ଟେସନ୍ ଏବଂ ସୁରକ୍ଷା ପାଳନ ବିନା ବିପଜ୍ଜନକ ୟୁନିଟ୍‌କୁ ଶ୍ରମିକ ପଠାଇଥିବା ଶ୍ରମିକ ମାଫିଆ ଏବଂ…

Demand Action against Fly Ash Mafia: ଫ୍ଲାଏ ଆଶ୍‌ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ସୁନ୍ଦରଗଡ଼ କଲେକ୍ଟରଙ୍କୁ ଉପବାଚସ୍ପତିଙ୍କ ଚିଠି

ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ଭାବେ ଫ୍ଲାଏ ଆଶ୍‌ ପରିବହନ ଓ ବିଭିନ୍ନ ସ୍ଥାନରେ ଅନିୟନ୍ତ୍ରିତ ଭାବେ ଗଦାକରି ପକାଯାଉଥିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ। ଏନେଇ ସେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖି…