ତାଜା ଖବର ଦେଶ Ayodhya Ram Mandir Donation Scam: Ram Mandir Trust Chief Champat Rai steps down June 26, 2026 Nirvay
ତାଜା ଖବର ଦେଶ Names of 6 Soldiers Martyred in Operation Sindoor made Public for First Time June 26, 2026 Nirvay
ତାଜା ଖବର ଦେଶ Ayodhya Ram Mandir Donation Scam: Ram Mandir Trust Chief Champat Rai steps down June 26, 2026 Nirvay
ତାଜା ଖବର ଦେଶ Names of 6 Soldiers Martyred in Operation Sindoor made Public for First Time June 26, 2026 Nirvay
ତାଜା ଖବର ରାଜ୍ୟ Odisha Textbook Blunder: ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଲାଗୁଛି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ June 26, 2026 Papirani
ତାଜା ଖବର ରାଜନୀତି ରାଜ୍ୟ Bobby Das Meets Sujata: ଶଙ୍ଖ ଭବନରେ ସୁଜାତାଙ୍କୁ ଭେଟିଲେ ବବି ଦାସ June 26, 2026 Papirani
ତାଜା ଖବର ରାଜ୍ୟ Tamil Nadu Gas Tragedy: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ; ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି June 26, 2026 Papirani
ଯନ୍ତ୍ରୀଙ୍କ ଶଳାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ୫ ଲକ୍ଷ ଜବତ September 29, 2022 ନିର୍ଭୟ ମିଡ଼ିଆ : ଭଦ୍ରକ : ଦୁର୍ଗା ପୂଜା ପୂର୍ବରୁ ବିଲ୍ପାସ୍ କରାଇ ଦେବାକୁ ଶାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ନେଉଥିଲେ ମୋଟା ଅଙ୍କର ଟଙ୍କା । ଏପରିକି ତୁରନ୍ତ ଏହି ଟଙ୍କାକୁ ଏରିଆ ପାର୍କରାଇବାକୁ ଶଳା ହାତରେ ୫…
ବେଙ୍ଗାଲୁରୁରୁ ପୁରୀ ଆସିଥିଲେ ମହିଳା, ମିଳିଲା ଝୁଲନ୍ତା ମୃତଦେହ September 29, 2022 ନିର୍ଭୟ ମିଡ଼ିଆ : ପୁରୀ : ପୁରୀର ଏକ ତାରକା ହୋଟେଲରୁ ଆଜି ଜଣେ ଅଣଓଡ଼ିଆ ମହିଳା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଜଣକ ରଶି ଲଗାଇ ନିଜ ରୁମ୍ରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୃତା ମହିଳାଙ୍କ ନାଁ…
ବନ୍ଦ ହେବ ନିଶା କାରବାର! ମହିଳାଙ୍କ ଭରସାରେ ପୁଲିସ September 29, 2022 ନିର୍ଭୟ ମିଡ଼ିଆ : ପୁରୀ : ନିଶା କାରବାର ରୋକିବାକୁ ପୁରୀ ପୁଲିସ ପକ୍ଷରୁ ଅଭିନବ ପଦକ୍ଷେପ । ଏଥିପାଇଁ ମହିଳାମାନଙ୍କ ସହଯୋଗ ଲୋଡାଯାଇଛି । ନିଶାମୁକ୍ତି ପାଇଁ ମହିଳାମାନେ ଏକତ୍ରିତ ହେଲେ ବେଆଇନ୍ କାରବାରକୁ ରୋକାଯାଇପାରିବ । ଏଥିପାଇଁ ଆରମ୍ଭ…
ଶିକ୍ଷକଙ୍କ ବଦଳିକୁ ବିରୋଧ, ସ୍କୁଲ ଗେଟ୍ରେ ତାଲା September 29, 2022 ନିର୍ଭୟ ମିଡ଼ିଆ : ସମ୍ବଲପୁର : ଆମକୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦିଆଯାଉ । ନୂଆ ଶିକ୍ଷକ ନିଯୁକ୍ତି କରାଯାଉ । ଏଭଳି କିଛି ନାରା ଦେଇ ସ୍କୁଲ ଫାଟକରେ ତାଲା ପକାଇଛନ୍ତି ଛାତ୍ରୀ । ଗେଟ୍ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ…
ପାଚେରି ପଡ଼ି ଯୁବକ ମୃତ September 29, 2022 ନିର୍ଭୟ ମିଡ଼ିଆ : କୋରାପୁଟ : ଠିକଣା ଜାଗାରେ ଖାଦ୍ୟ ପାର୍ସଲ ପହଞ୍ଚାଇବାକୁ ବର୍ଷା, ଘଡ଼ଘଡ଼ି ରାତିରେ ବାହାରିଥିଲେ ଯୁବ ହୋଟେଲ ବ୍ୟବସାୟୀ । ହେଲେ ବାଟରେ ଛକି ରହିଥିଲା ଯମ । ହଠାତ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ…
ଥମୁନି ହିଜାବ ବିରୋଧୀ ନିଆଁ, ବିକ୍ଷୋଭକାରୀଙ୍କ ଉପରେ ମିସାଇଲ ମାଡ଼ September 29, 2022 ଏଜେନ୍ସୀ : ତେହେରାନ୍ : ହିଜାବକୁ ନେଇ ଥମୁନି ବିରୋଧ । ଏହା ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ମହସା ଅମିନିଙ୍କ ମୃତ୍ୟୁ ପରେ ଏହି ହିଜାବ ବିରୋଧୀ ନିଆଁ ଏବେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି ।…
ଦୁର୍ଘଟଣାଗ୍ରସ୍ତ ପୀଡ଼ିତଙ୍କୁ ଦେଖି ହସ୍ପିଟାଲରେ କାନ୍ଦି ପକାଇଲେ କମିଶନର September 29, 2022 ଏଜେନ୍ସୀ : ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲଖିମପୁର ଖେରିରେ ବୁଧବାର ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣା ୧୦ ଜଣଙ୍କ ଜୀବନ ନେଇଛି । ଏଥିରେ ଆଉ ୪୧ ଜଣ ଆହତ ହୋଇଛନ୍ତି । ମୃତାହତମାନେ ଗୋଟିଏ ବସ୍ରେ ଯାଉଥିବା ବେଳେ ଟ୍ରକ…
ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ‘ଇଆନ’ September 29, 2022 ଏଜେନ୍ସୀ : ଫ୍ଲୋରିଡ଼ା : ଆମେରିକାରେ ଭୟଙ୍କର ତାଣ୍ଡବ ରଚିତ ଅତ୍ୟନ୍ତ ବିପଦଜନକ ସାମୁଦ୍ରିକ ଝଡ଼ ଇଆନ । ଫ୍ଲୋରିଡା ଦକ୍ଷିଣପଶ୍ଚିମ ଭାଗରେ ଲ୍ୟାନ୍ଦଫଲ କରିଥିବା ଇଆନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଛି । ଲ୍ୟାଣ୍ଡଫଲ ବେଳେ…
ବ୍ୟାନ ପରେ ପିଏଫଆଇର ଟ୍ୱିଟର ଆକାଉଣ୍ଟ ଉପରେ ଲାଗିଲା ରୋକ September 29, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ଭାରତ ସରକାର ୫ ବର୍ଷ ପାଇଁ ବ୍ୟାନ କରିବା ପରେ ଏବେ ଟ୍ୱିଟର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସଂଗଠନର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ଆଜି ସୋସିଆଲ…
ଏଣିକି ଓଡିଶାରେ ବି କଡ଼ାକଡ଼ି ହେବ ସିଟ୍ ବେଲ୍ଟ ନିୟମ, ନହେଲେ ଡ୍ରାଇଭର ଗଣିବେ ତଣ୍ଡ September 29, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏଣିକି ଓଡିଶାରେ ବି କାର୍ ପଛ ସିଟ୍ରେ ବସୁଥିବା ଲୋକଙ୍କ ପାଇଁ ସିଟ୍ ବା୍ମତାମୂଳକ ହେବ । ପଛ ସିଟ୍ରେ ବସୁଥିବା ଲୋକ ସିଟ୍ବେଲ୍ଟ ପିନ୍ଧି ନ ଥିଲେ ତନ୍ଦ ଗଣିବେ ଡ୍ରାଇଭର ।…