ରଣପୁର ସଭାରେ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।ଓଡ଼ିଶାରେ ବିରୋଧୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଜୋରଦାର ହମଲା। ‘ସମ୍ବିଧାନର ଦୁରୂପଯୋଗ କରି କଂଗ୍ରେସ ଦେଶକୁ ପଛକୁ ନେଇଛି’,ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରାଯିବ ବୋଲି ଗୋଟିଏ ଗୁଜବ ପ୍ରଚାର କରୁଛି।ଭାରତରେ କାହାରି ଦମ୍‌ ନାହିଁ, ଯିଏ ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରିଦେବ,ଓଡ଼ିଶାରେ କଂଗ୍ରେସ ୪୦ ବର୍ଷ, ବିଜେଡି ୨୫ ବର୍ଷ ଶାସନ କଲାଣି ଓଡ଼ିଶାରେ ସ୍ଥିତି ଯାହା ଏଠାରୁ କଂଗ୍ରେସ ବିଦାୟ ନେଇସାରିଲାଣି ଲାଗୁଛି। ବର୍ତ୍ତମାନର ମାହୋଲ ଯାହା, ଏଥର ବିଜେଡି ମଧ୍ୟ ଯିବା ନିଶ୍ଚିତ ହୋଇଛି।

By Nirvay

Leave a Reply

Your email address will not be published. Required fields are marked *