ହାଇଦ୍ରାବାଦ ଗଣଦୁଷ୍କର୍ମ: ଅଭିଯୁକ୍ତଙ୍କୁ ସାବାଳକ ଭଳି ଦଣ୍ଡ ଦେବାକୁ ପୁଲିସର ଦାବି

ଏଜେନ୍ସୀ : ହାଇଦ୍ରାବାଦ : ହାଇଦ୍ରାବାଦରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କାର୍ ଭିତରେ ଗଣଦୁଷ୍କର୍ମ ମାମଲାରେ କଠୋର ହୋଇଛି ପୁଲିସ। ଏହି ମାମଲାରେ ବର୍ତ୍ତମାନ ଯାଏ ୬ ଜଣଙ୍କୁ ପୁଲସ ଗିରଫ କରିଛି। ଏଥିରେ ୫ ଜଣ ନାବାଳକ ଅଛନ୍ତି।…

ବଢ଼ିଲା ରିମାଣ୍ଡ ଅବଧି, ସୋମବାର ଯାଏଁ ଇଡି ହେପାଜତରେ ରହିବେ ସତ୍ୟେନ୍ଦ୍ର

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବଢ଼ିଲା ରିମାଣ୍ଡ ଅବଧି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ସୋମବାର ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ରହିବେ। ଅର୍ଥାତ୍ ତାଙ୍କ ରିମାଣ୍ଡ ଅବଧିକୁ ଆସନ୍ତ ଜୁନ୍…

ଓୱେସି ଓ ସ୍ୱାମୀ ନରସିଂହାନନ୍ଦଙ୍କ ବିରୋଧରେ ଏଫ୍ଆଇଆର୍

ଏଜେନ୍ସୀ : ନୂଆଦିଲ୍ଲୀ : ହେଟ୍ ସ୍ପିଚ୍ ଓ ସୋଶାଲ ମିଡିଆରେ ଘୃଣାଭାବ ବିସ୍ତାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ପୁଲିସ ବଡ ଆକ୍ସନ ନେଇଛି। ଭିନ୍ନ ଭିନ୍ନ ଧର୍ମ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରାଯାଉଥିବା ଏବଂ ବିବାଦୀୟ ବୟାନ ତଥା…

ରଜ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରଜ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ । ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ନାହିଁ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କରିଛି ଏହି ଆକଳନ । ଆଇଏମଡିର ବରିଷ୍ଠ…

ରାଜଧାନୀରେ ଚାଞ୍ଚଲ୍ୟ; ନିଜ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କଲା ସ୍ୱାମୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ଘାଟିକିଆରେ ସ୍ୱାମୀ ନିଜ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ପାରିବାରିକ କଳହରୁ ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରିଥିବା ସୂଚନା ମାଳିଛି ।…

ମାଗଣା ଶିକ୍ଷାଦାନ କରି ପ୍ରଶଂସା ପାଉଛି ଓଏସ୍‌ଏଫ୍‌ ସଂସ୍ଥା

ନିର୍ଭୟ ମିଡ଼ିଆ : ନାରାୟଣପାଟଣା : କରୋନା ମହାମାରୀ ଯୋଗୁଁ ୨୦୧୯ ରୁ ଓଏସ୍‌ଏଫ୍‌ ସଂସ୍ଥା ପକ୍ଷରୁ ଆଜି ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀଠୁ ଆରମ୍ଭ କରି ଦଶମ ଶ୍ରେଣୀର ପିଲାମାନଙ୍କୁ ଏହି ସଂସ୍ଥା ମାଗଣାରେ ଶିକ୍ଷା ପ୍ରଦାନ କରୁଛି । ଓଡ଼ିଶାର…

ଅବ୍ୟବସ୍ଥା ଘେରରେ ରତାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ନିର୍ଭୟ ମିଡ଼ିଆ : ଜୟପୁର ଅବ୍ୟବସ୍ଥା ଭିତରେ ଚାଲିଛି ପ୍ରାଥମିକ ଶିକ୍ଷା । ଗୋଟିଏ ଶ୍ରେଣୀରେ ପାଠ ପଢୁଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ ।ସରକାର ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ପ୍ରଶାସନିକ ଅବହେଳା…

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହା ଘୋଷଣା କରାଯିବ । ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ଘୋଷଣା କରିବେ । ସୂଚନା ଅନୁସାରେ,ବର୍ତ୍ତମାନ ରାଷ୍ଟ୍ରପତି ଥିବା…

ନୂପୁର ଶର୍ମାଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପାର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ୍‌ ସେଲ୍‌ର ସାଇବର ୟୁନିଟ୍‌ ।…

ଗୁପ୍‌ଚୁପ୍‌ ମାଗିଲେ ଯୁବକ, ବେପାରୀ ଭୁଷିଦେଲା ଛୁରୀ

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଗୁପ୍‌ଚୁପ୍‌ ଖାଇ ବାକି ଟଙ୍କା ଦେଇ ନ ଥିବାରୁ ଘଟିଲା ବିଭତ୍ସ ହତ୍ୟାକାଣ୍ଡ । ଗୁପ୍‌ଚୁପ୍‌ ବେପାରୀ ଛୁରୀ ଭୁଷି ଦେବାରୁ ଘଟଣାସ୍ଥଳରେ ଆଖି ବୁଜିଲେ ଜଣେ ଯୁବକ । ଏହି ହତ୍ୟାକାନ୍ଦ ଗତକାଲି…