Day: 29 March 2026

BJD MP Sasmit Patra Resigns: ସଂସଦର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର

ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ବିଜୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସସ୍ମିତ। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ଇସ୍ତଫା ଦେଇଥିବା ଜଣାପଡ଼ିଛି।…

MLA Manorama Mohanty Targets Police: ବିଧାୟିକାଙ୍କ କ୍ୱାର୍ଟର୍ସରେ ପୋଲିସ ପଶିବା ଘଟଣା; ପୋଲିସକୁ ମାରି ଥାଆନ୍ତି ଚାପୁଡ଼ା: ମନୋରମା ମହାନ୍ତି

କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ କେସିଙ୍ଗା ପୋଲିସ ପକ୍ଷରୁ ଚାଲିଛି ଚଢାଉ କରାଯାଇଛି । ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ…

Vigilance Nabs RI: ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର ଆରଆଇ ରାଜାରାମ ବାନ୍ଦ୍ରା

ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ୱ ନିରୀକ୍ଷକ ରାଜାରାମ ବାନ୍ଦ୍ରା । ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ସରକାରୀ ବାବୁ। ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଗିରଫ…

Councilors Resign From BJD: ବିଜେଡିରୁ ଇସ୍ତଫା ଦେଲେ ୯ କାଉନ୍‌ସିଲର୍‌

କେନ୍ଦୁଝର ବିଜେଡିକୁ ଶକ୍ତ ଝଟ୍‌କା । ଇସ୍ତଫା ଦେଲେ ୯ କାଉନ୍‌ସିଲର୍‌ । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି କାଉନ୍‌ସିଲର୍‌ମାନେ । ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସଙ୍କ ସମେତ ୯ ଇସ୍ତଫା ଦେଇଥିବା…

Minor Girl Tortured In BBSR: ଭୁବନେଶ୍ୱରରେ ନାବାଳିକାକୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ; ଘର ମାଲିକ ଅଟକ

ନାବାଳିକାକୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ । ଘରେ କାମ କରୁଥିବା ନାବାଳିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା। ଭୁଲ୍ ହେବାରୁ ନିର୍ଘାତ ମାଡ଼ ମାରୁଥିଲେ ଘର ମାଲିକାଣୀ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି କିଛି ଅମାନବୀୟ କାଣ୍ଡକୁ ନେଇ…

Mann ki Baat: ମନ୍‌ କି ବାତ୍‌ରେ ଓଡ଼ିଶାର ଓମ ପ୍ରକାଶ ରଥ ଓ ସୁଜାତା ଭୂୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଲ୍ ଇଣ୍ଡିଆ ରେଡିଓରେ ପ୍ରସାରିତ ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ଏହା କାର୍ଯ୍ୟକ୍ରମର ୧୩୨ତମ ସଂସ୍କରଣ ଏବଂ ୨୦୨୬ ବର୍ଷର ତୃତୀୟ ପ୍ରସାରଣ। ଏହି…

Police At MLAs Residence: ବିଜେଡି ବିଧାୟିକାଙ୍କ ଘରେ ପୋଲିସ

ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଘରେ ପୋଲିସ । ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ବିରୋଧରେ ହତ୍ୟା ଧମକ ଦେଇଥିବା ଅଭିଯୋଗ। ଓଡ଼ିଶା ସରକାରୀ ଅଧିକାରୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗ ପରେ ନର୍ଲା ବିଜେଡି…