ତାଜା ଖବର ରାଜ୍ୟ Eklavya Model Residential Schools: ଓଡ଼ିଶାରେ ୧୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ November 15, 2026 Nirvay
ତାଜା ଖବର ରାଜ୍ୟ Eklavya Model Residential Schools: ଓଡ଼ିଶାରେ ୧୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ November 15, 2026 Nirvay
ତାଜା ଖବର ରାଜ୍ୟ Janjatiya Gaurav Diwas: ମାଲକାନଗିରିରେ ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ November 15, 2026 Nirvay
ତାଜା ଖବର ରାଜ୍ୟ Kharif Paddy Procurement: ଡିସେମ୍ବର ୧୧ରୁ ସୁବର୍ଣ୍ଣପୁର ଏବଂ ୧୪ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ November 15, 2026 Nirvay
ତାଜା ଖବର ରାଜ୍ୟ ବର୍ଷାରେ ଭାଙ୍ଗିଲା ଦୁର୍ଗାପୂଜା ତୋରଣ October 6, 2024 Nirvay ପାର୍ବଣ ଚାଲିଥିବା ବେଳେ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଆଲୋକମାଳା ଓ ସାଜସଜ୍ଜାରେ ଝଲସୁଛି ଦେବୀ ପୀଠ। ଏସବୁ ଭିତରେ ଆଜି ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଦୁର୍ଗାପୂଜା ତୋରଣ ବର୍ଷା ପବନରେ ଭାଙ୍ଗିଯାଇଛି। ରସୁଲଗଡ଼ରେ ୩୦ ଫୁଟ୍ ଉଚ୍ଚର ହୋଇଥିବା ଲାଇଟ୍ ତୋରଣ…
ତାଜା ଖବର ରାଜ୍ୟ ପିଜିଟି ଲିଖିତ ପରୀକ୍ଷା ବାତିଲ୍ October 6, 2024 Nirvay ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ନିଯୁକ୍ତି ନେଇ ହେବାକୁ ଥିବା ୩ଟି ବର୍ଗର ଲିଖିତ ପରୀକ୍ଷା ଆଜି ବାତିଲ୍ ହୋଇଛି। ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ପରୀକ୍ଷା ବାତିଲ୍ ହୋଇଛି। ଏ ନେଇ ଅନିବାର୍ଯ୍ୟ କାରଣ ଦର୍ଶାଇ ଓପିଏସସି…
ତାଜା ଖବର ରାଜ୍ୟ ସିଲିକନ୍ ପ୍ରତିମୂର୍ତ୍ତି ମାଧ୍ୟମରେ ସ୍ତ୍ରୀଙ୍କ ସ୍ମୃତିକୁ ସାଇତି ରଖିଛନ୍ତି ସ୍ୱାମୀ October 6, 2024 Nirvay ୨୦୨୧ ଏପ୍ରିଲରେ ବ୍ରହ୍ମପୁରର ଜଣେ ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକ (୫୨)ଙ୍କ ପତ୍ନୀ କୋଭିଡରେ ପ୍ରାଣ ହରାଇଥିଲେ। ସେ ତାଙ୍କ ସ୍ବର୍ଗତ ପତ୍ନୀଙ୍କ ଏକ ସିଲିକନ ପ୍ରତିମୂର୍ତ୍ତି ଘରକୁ ଆଣିଥିଲେ। ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକଙ୍କ ସ୍ବର୍ଗତ ପତ୍ନୀ କିରଣଙ୍କ ଶାଢ଼ି…
ତାଜା ଖବର ରାଜ୍ୟ ପୁଣି ଓଏସଏସସି ପରିଚାଳିତ ପରୀକ୍ଷାରେ ତ୍ରୁଟି ! October 6, 2024 Nirvay ପୁଣି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। ବାଲେଶ୍ବରର ଏକ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍ ଖୋଲାଯାଇଥିବା ଭଳି ଗୁରୁତର ଅଭିଯୋଗ…
ତାଜା ଖବର ରାଜ୍ୟ ରାଗିଂ ଘଟଣା: ୧୭ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ October 6, 2024 Nirvay ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏ ନେଇ ଶୃଙ୍ଖଳା କମିଟର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସପ୍ତାହକ ମଧ୍ୟରେ ୪ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୧୩…
ତାଜା ଖବର ରାଜ୍ୟ ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ October 6, 2024 Nirvay ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାଓ ମୁକାବିଲା ନେଇ ହେବାକୁ ଥିବା ବୈଠକରେ ଯୋଗଦେବେ। ଏ ନେଇ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିସହ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ…
ତାଜା ଖବର ରାଜ୍ୟ ‘ଓଡ଼ିଶା ଅଛି କେଉଁଠି’ ଶୀର୍ଷକ ବିଶେଷ ଆଲୋଚନାଚକ୍ର October 6, 2024 Nirvay ଆଉ ମାତ୍ର ୧୨ ବର୍ଷ ଓଡ଼ିଶା ନିଜର ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଏହି ୮୮ ବର୍ଷ ଭିତରେ ଓଡ଼ିଶା ଅଛି କେଉଁଠି ଶୀର୍ଷକ ଆଲୋଚନାଚକ୍ର ନିର୍ଭୟ ୧୦ମ ବାର୍ଷିକ ଉତ୍ସବ ପରେ ପରେ ଅନୁଷ୍ଠିତ ହୋଇଥିଲା। ଏଥିରେ…
ତାଜା ଖବର ପ୍ରିମିୟମ ଖବର ରାଜନୀତି ରାଜ୍ୟ ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ ଓ ନିର୍ଭୟ ସତ୍ୟର ପ୍ରକୃତ ସନ୍ଧାନୀ ବୋଲି ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ October 5, 2024 Papirani ସ୍ଥାନୀୟ ହୋଟେଲ ମେ ଫେୟାରର ଅର୍କିଡ଼ ସଭାଗୃହରେ ଶନିବାର ଦିନ ଆୟୋଜିତ ଭବ୍ୟ ଉତ୍ସବରେ ଦୈନିକ ସମ୍ବାଦପତ୍ର ନିର୍ଭୟର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିର୍ଭୟର ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ମୁଖ୍ୟ ସମାରୋହରେ ମୁଖ୍ୟ…
ତାଜା ଖବର ଦେଶ ରାଜନୀତି ଏକଜିଟ୍ ପୋଲ୍ ଆକଳନ: ହରିୟାଣାରେ କଂଗ୍ରେସ; ଜାମ୍ମୁ କାଶ୍ମୀରରେ କଂଗ୍ରେସ-ଏନସି ଆଗୁଆ October 5, 2024 Papirani ହରିୟାଣା ଓ ଜାମ୍ମୁକାଶ୍ମୀରର ରାଜ୍ୟ ବିଧାନସଭା ଭୋଟ୍ ଗଣତି ପୂର୍ବରୁ ଆସିଲା ଏକଜିଟ୍ ପୋଲ୍ ଆକଳନ । ହରିୟାଣାରେ ନିର୍ବାଚନ ପରେ ଏଗଜିଟ ପୋଲର ଆକଳନ ସାମ୍ନାକୁ ଆସିଛି । ନିର୍ବାଚନ ପରେ ଦୈନିକ ଭାସ୍କରର ଆକଳନ ଅନୁସାରେ ବିଜେପିକୁ ମିଳିପାରେ…
ତାଜା ଖବର ରାଜନୀତି ରାଜ୍ୟ ସରକାରୀ ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ବ୍ୟାପକ ଭାବେ ପାଳନ କରାଯିବ – ମୁଖ୍ୟମନ୍ତ୍ରୀ October 5, 2024 Papirani ଆଜି ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା…