ବର୍ଷା ପୂର୍ବରୁ ସେତୁ କଲଭର୍ଟ ସୁରକ୍ଷା । ବର୍ଷା ଦିନ ପୂର୍ବରୁ ରାଜ୍ୟରେ ଅସୁରକ୍ଷିତ ଅବସ୍ଥାରେ ଥିବା ପୋଲ ଏବଂ କଲଭର୍ଟକୁ ମରାମତି କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତୁରନ୍ତ ବିଭିନ୍ନ ଜିଲ୍ଲାରେ ଅସୁରକ୍ଷିତ ଅବସ୍ଥାରେ ଥିବା ପୋଲର ତାଲିକା ଏବଂ ମରାମତି ପାଇଁ ପ୍ରସ୍ତାବ ଦେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ସିଡିଓ ତଥା ଇଓ ଏବଂ ଜିଲ୍ଲା ପରିଷଦକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ୧୫ ଦିନ ମଧ୍ୟରେ କ୍ଷତିଗ୍ରସ୍ତ ସେତୁର ତାଲିକା ଓ ମରାମତି ପ୍ରସ୍ତାବ ନିର୍ଦ୍ଦେଶ ଦିଆଯାଇଛି ।

 

Leave a Reply

Your email address will not be published. Required fields are marked *