Tag: Safety

Safety Audit of Bridges Across the State: ବର୍ଷା ପୂର୍ବରୁ ସେତୁ-କଲଭର୍ଟ ସୁରକ୍ଷା; ୧୫ ଦିନ ମଧ୍ୟରେ କ୍ଷତିଗ୍ରସ୍ତ ସେତୁର ତାଲିକା ଓ ମରାମତି ନିର୍ଦ୍ଦେଶ

ବର୍ଷା ପୂର୍ବରୁ ସେତୁ କଲଭର୍ଟ ସୁରକ୍ଷା । ବର୍ଷା ଦିନ ପୂର୍ବରୁ ରାଜ୍ୟରେ ଅସୁରକ୍ଷିତ ଅବସ୍ଥାରେ ଥିବା ପୋଲ ଏବଂ କଲଭର୍ଟକୁ ମରାମତି କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତୁରନ୍ତ ବିଭିନ୍ନ ଜିଲ୍ଲାରେ ଅସୁରକ୍ଷିତ ଅବସ୍ଥାରେ ଥିବା ପୋଲର…