ଅସହ୍ୟ ତାତି ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ୍ ସିଟି । ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ବର୍ଷା ପବନ ଯୋଗୁଁ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଏହା ସହ ଆଗାମୀ ୩ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । Post navigation Anti-Corruption Action in Odisha: ଲାଞ୍ଚ ନେଇ ତଳ କର୍ମଚାରୀଙ୍କୁ ଧରାପଡିଲେ ଉତ୍ତରଦାୟୀ ହେବେ ଉପରିସ୍ଥ ଅଧିକାରୀ: ଗ୍ରାମ୍ୟ ଉନ୍ନୟନ ବିଭାଗ JSW Mega Steel Plant in Paradip: ପାରାଦୀପରେ ୧.୨୫ ଲକ୍ଷ କୋଟି JSW ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ