Tag: Kalabaisakhi

kalabaisakhi Rain in Odisha: ରାଜଧାନୀରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ୱରରେ ଆଜି ମଧ୍ୟ କାଳବୈଶାଖୀ ରଚିଲା ତାଣ୍ଡବ। ରାଜଧାନୀରେ ଚାରିଆଡ଼େ ଘନ ଅନ୍ଧକାର ସହ ଘଡ଼ଘଡ଼ି, ବର୍ଷା ପବନ ଦେଖିବାକୁ ମିଳିଛି। ଗତ କିଛି ଦିନ ଧରି ଅପରାହ୍ଣ ହେବା ମାତ୍ରେ ରାଜ୍ୟର ଅନେକ ସ୍ଥାନ ସହ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷାରେ…

Kalabaisakhi Rain in Odisha: କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ୍ ସିଟି

ଅସହ୍ୟ ତାତି ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ୍ ସିଟି । ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ବର୍ଷା ପବନ ଯୋଗୁଁ ଗରମରୁ…

Kalbaisakhi in Keonjhar: କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ୩ ମୃତ

କେନ୍ଦୁଝର ଜିଲ୍ଲା ନରଣପୁରରେ ତାଣ୍ଡବ ରଚିଛି କାଳବୈଶାଖୀ ।ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ଝଡ଼ବର୍ଷା ଓ ପବନ ଯୋଗୁଁ ନରଣପୂର ଅଞ୍ଚଳରେ ଏକ ବିରାଟ ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତି ଗୁରୁତର…

Kalabaisakhi Warring in Odisha: ରାଜ୍ୟରେ ୧୫ ଯାଏଁ କାଳବୈଶାଖୀ ସମ୍ଭାବନା

ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଗତ କିଛି ଦିନ ଧରି ଅନେକ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି ଓ ଝଡ଼ ପବନ ଲାଗି ରହିଛି । କାଳବୈଶାଖୀ ବର୍ଷା ସମ୍ଭାବନାକୁ ନେଇ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରାଯାଇଛି ।…

Kalbaisakhi in Odisha: ଓଡ଼ିଶା ସମେତ ୨୦ଟି ରାଜ୍ୟକୁ କାଳବୈଶାଖୀ ବର୍ଷା ସହ କୁଆପଥର ୱାର୍ଣ୍ଣିଂ

ବିଭିନ୍ନ ରାଜ୍ୟରେ ଜାରି ରହିଛି ଖରା ସମେତ ବର୍ଷା। ସକାଳେ ଅସମ୍ଭାଳ ଗରମ ଥିବା ବେଳେ ସଂଧ୍ୟାରେ ଭିଜାଉଛି ବର୍ଷା। ଆଜି ୨୦ ଜିଲ୍ଲାକୁ ଝଡ଼ ବର୍ଷା ସହ ବିଜୁଳି ଓ ଘଡ଼ିଘଡ଼ି ଚେତାବନୀ। ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ।…

Kalabaisakhi Wreaks Havoc: ମୟୁରଭଞ୍ଜରେ କାଳବୈଶାଖୀର ତାଣ୍ଡବ; ୨ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଆହତ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ କାଳବୈଶାଖୀ ହୋଇଛି। ସବୁଠୁ ଅଧିକ ମୟୁରଭଞ୍ଜରେ ତାଣ୍ଡବ ରଚିଛି କାଳବୈଶାଖୀ । ପ୍ରବଳ ପବନ ‌ଯୋଗୁଁ ଅନେକ ସ୍ଥାନରେ ଚାଳଘର ଭାଙ୍ଗିଛି। ସେହିପରି କାରକୁ କ୍ଷତି ପହଞ୍ଚାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ଏହା…