ଦାୟିତ୍ୱରେ ଅବହେଳା ଏବଂ ସରକାରୀ କାର୍ଯ୍ୟ ନିର୍ବାହରେ ବିଫଳତା ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିକାରୀ (IIC) ଇନ୍ସପେକ୍ଟର ଗୟାନନ୍ଦ ଶାହଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ପୋଲିସ ଡିଜି ବିନୟତୋଷ ମିଶ୍ର ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି। Post navigation Single Exam for Similar Posts: ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ସଦସ୍ୟମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା