ତାଜା ଖବର ରାଜ୍ୟ Mancheswar Police Station IIC Suspended: କର୍ତ୍ତବ୍ୟରେ ଅବହେଳା ଅଭିଯୋଗ: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଆଇଆଇସି ଗୟାନନ୍ଦ ଶାହ ନିଲମ୍ବିତ November 25, 2026 Papirani ଦାୟିତ୍ୱରେ ଅବହେଳା ଏବଂ ସରକାରୀ କାର୍ଯ୍ୟ ନିର୍ବାହରେ ବିଫଳତା ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିକାରୀ (IIC) ଇନ୍ସପେକ୍ଟର ଗୟାନନ୍ଦ ଶାହଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ପୋଲିସ ଡିଜି ବିନୟତୋଷ ମିଶ୍ର ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।