Tag: IIC

SI Alleges Harassment by Woman IIC: ମହିଳା IIC ଙ୍କ ନାଁରେ ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ SI

ମହିଳା IIC ଙ୍କ ନାଁରେ ଦୁର୍ବ୍ୟବାହାର ଅଭିଯୋଗ । ବରହମପୁର ଥାନା IIC ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଏବେ ସାମ୍ନାକୁ ଆସିଛି। ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି ବରହମପୁର SI ମନୋରଞ୍ଜନ ପୁହାଣ । ଅନ୍ୟପଟେ ଅଭିଯୋଗକୁ…

Sarankul IIC Transferred: ମହିଳାଙ୍କୁ ପ୍ରେମ ନିବେଦନ ଅଭିଯୋଗ; ବଦଳିଲେ ଶରଣକୁଳ ଆଇଆଇସି

ମହିଳାଙ୍କୁ ପ୍ରେମ ନିବେଦନ କରିବା ପଡ଼ିଲା ମହଙ୍ଗା । ବଦଳିଲେ ଶରଣକୁଳ ଆଇଆଇସି ସୁଜିତ ଦାସ । ମହିଳାଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ନିର୍ଯାତନା ଅଭିଯୋଗ ମାମଲା ରୁଜୁ ପରେ ଶରଣକୁଳ ଥାନାରୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି ପାଇଁ…

Police Reshuffle: ଅଳକୁଣ୍ଡ ଥାନାର ଆଇଆଇସି ଓ ଏଏସଆଇଙ୍କୁ ବଦଳି କଲେ ଏସ୍‌ପି

ଅଳକୁଣ୍ଡ ଥାନାର ଆଇଆଇସି ଓ ଏଏସଆଇଙ୍କୁ ବଦଳି କଲେ ଏସ୍‌ପି । ଆଇଆଇସି ଦେବାଶିଷ ଶତପଥୀ ଓ ଏଏସଆଇ ପ୍ରକାଶ ସିଂହଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି । ଏକ ମାମଲାର ଚାର୍ଜସିଟ୍‌କୁ ନେଇ ୨ ଜଣ ହାତାହାତି ହୋଇଥିଲେ । ଏସଡିପିଓ…

Tangi IIC Suspend: କଟକ ଟାଙ୍ଗୀ IIC ନିଲମ୍ବିତ

କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ । କଟକ ଟାଙ୍ଗୀ ଥାନା IIC ଶିବପ୍ରସାଦ ଭଦ୍ରଙ୍କୁ ନିଲମ୍ବନ କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ । ବେଆଇନ୍ ଭାବେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି…

ବିବାଦ ଏବଂ ଜନଅଶାନ୍ତି ପାଇଁ ବଦଳିଲେ ଦୁଇ ଆଇଆଇସି

ବଦଳିଲେ ଦୁଇ ଆଇଆଇସି। କଣ୍ଟାବାଞ୍ଜି ଆଇଆଇସି ଓ ସଇଁତଳା ଆଇଆଇସି ବଦଳି କରାଯାଇଛି । କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରାଙ୍କର ସଇଁତଳାକୁ ବଦଳି କରାଯାଇଥିବା ବେଳେ ସଇଁତଳା ଆଇଆଇସି ସୁଶାନ୍ତ ବଢ଼େଇଙ୍କୁ ବଲାଙ୍ଗୀର ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଆଇଆଇସି…

ବନ୍ଧମୁଣ୍ଡା ଥାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଆଇଆଇସିଙ୍କ ଅସଦାଚରଣ ଅଭିଯୋଗ

ଭରତପୁର ଥାନା ପରେ ଏବେ ରାଉରକେଲାର ବନ୍ଧମୁଣ୍ଡା ଥାନା ଆଇଆଇସିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଥାନାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ । ଅଭିଯୋଗ ପରେ ଆଇଆଇସିଙ୍କୁ ଏସ୍‌ପି ଅଫିସକୁ ବଦଳି କରାଯାଇଥିବା ସୂଚନା…

କଟକ ସଦର ଥାନା ଆଇଆଇସିଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ

କଟକ ଭାଣପୁର ଅଞ୍ଚଳରେ ବୋଲବମ୍ ଭକ୍ତଙ୍କ କ୍ୟାମ୍ପରେ କଟକ ସଦର ଥାନା ଆଇଆଇସି ଗାଡ଼ି ପୁରେଇ ସେମାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଡିସିପି। ଅଭିଯୋଗ ଅନୁସାରେ କଟକ ସଦର ଥାନା…