ମହିଳା IIC ଙ୍କ ନାଁରେ ଦୁର୍ବ୍ୟବାହାର ଅଭିଯୋଗ । ବରହମପୁର ଥାନା IIC ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଏବେ ସାମ୍ନାକୁ ଆସିଛି। ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି ବରହମପୁର SI ମନୋରଞ୍ଜନ ପୁହାଣ ।

ଅନ୍ୟପଟେ ଅଭିଯୋଗକୁ ନେଇ ବାଲେଶ୍ବର ଅତିରିକ୍ତ SP ପ୍ରମୋଦ ମଲ୍ଲିକ କହିଛନ୍ତି ଯେ SI ବାରମ୍ବାର କାର୍ଯ୍ୟ ଅବହେଳା କରୁଥିବାରୁ IIC ତାଙ୍କୁ ତାଗିଦ କରିଥାଇ ପାରନ୍ତି। ଯାହାକୁ ସେ ଦୁର୍ବ୍ୟବହାର ବୋଲି କହୁଛନ୍ତି।

 

 

Leave a Reply

Your email address will not be published. Required fields are marked *