ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।ତେବେ କେଉଁ ଅଭିଯୋଗରେ ପଚରାଉଚରା ହୋଇଛି ତାହା ଆୟକର ବିଭାଗ ସ୍ପଷ୍ଟ କରିନି।କୋଲାବିରା ବ୍ଳକ କୋଲାବିରାରେ ରହୁଥିବା ବିଶାଳଙ୍କ ଅଫିସର କର୍ମଚାରୀ ଆଶିଷ ଦାସ, ଅର୍ଡାର ସହଯୋଗୀ ମଳୟ ସାହୁ, ଶ୍ରୀପୁରାରେ ଥିବା ବିଶ୍ବନାଥ ତ୍ରିପାଠୀଙ୍କ ଘରେ ମଧ୍ୟ ଆୟକର ବିଭାଗର ଚଢ଼ାଉ ହୋଇଥିବା ସୂଚନା।

By Nirvay

Leave a Reply

Your email address will not be published. Required fields are marked *