Tag: Vishal Das

ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରା; ପରିବାରକୁ ବିଜେପି ହଇରାଣ କରୁଥିବା ଅଭିଯୋଗ ଆଣିଲେ ଦୀପାଳି

ଆୟକର ବିଭାଗର ସ୍କାନରରେ ପୁର୍ବତନ ମନ୍ତ୍ରୀ ତଥା ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଲ ଦାସ । ବାରମ୍ବାର ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରାକୁ ନେଇ ମୁଁହ ଖୋଲିଛନ୍ତି ବିଶାଲ ଦାସଙ୍କ ଭଉଣୀ ଦୀପାଳି ଦାସ । ସେ କହିଛନ୍ତି…

ପ୍ରଶାସନ ବିରୁଦ୍ଧରେ ଦୀପାଳି ଦାସଙ୍କ ଯୁଦ୍ଧଂ ଦେହି ଡାକରା

ବିନା କାରଣରେ ବିନା ସର୍ଚ୍ଚ ୱାରଣ୍ଟରେ ବିନା ଦୋଷରେ ୨୪ ଘଣ୍ଟା ଧରି କିର୍ମିରା ପିଆରଆଇ ସଦସ୍ୟଙ୍କୁ ଅଟକ ରଖି ମାନସିକ ନିର୍ଯାତନା ଦେବା ଅଭିଯୋଗ ଆଣି ପ୍ରେସମିଟ କରି ପୋଲିସ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା…

ସରେଇପାଲି ଥାନାରୁ ବାହାରିଲେ ବିଶାଲ ଦାସ ଓ ତାଙ୍କ ସହଯୋଗୀ

ଛତିଶଗଡ଼, ସରେଇପାଲି ଥାନାରେ ରାତିରୁ ଅଟକ ଥିବା ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଆଜି ଛତିଶଗଡ଼ ପୋଲିସ ଛାଡ଼ିଛି । ଅନଧିକାର ପ୍ରବେଶ, ଭଙ୍ଗାରୁଜା ନେଇ ସରେଇପାଲିର ହୋଟେଲ ରାଧିକା ମ୍ୟାନେଜରଙ୍କ ଅଭିଯୋଗ ପରେ ବିଏନ୍‌ଏସ୍‌ ଧାରା…

ସମ୍ବଲପୁର ଉତ୍ତରାଞ୍ଚଳ ପୋଲିସ IGଙ୍କୁ ଭେଟିଲେ ନବ ଦାସଙ୍କ ପୁଅ ବିଶାଳ

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଆଜି ସମ୍ବଲପୁର ଉତ୍ତରାଞ୍ଚଳ ପୋଲିସ IGଙ୍କୁ ଭେଟି ଅଇଁଠାପାଲି ସ୍ଥିତ ହୋଟେଲରେ ପୋଲିସ ଯାଞ୍ଚକୁ ନେଇ ଫେରାଦ ହୋଇଛନ୍ତି । ବିନା…

ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।ତେବେ କେଉଁ ଅଭିଯୋଗରେ ପଚରାଉଚରା ହୋଇଛି…