ରସୁଲପୁର ଓ ଧର୍ମଶାଳା ବ୍ଲକରେ EVMକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଘଟଣାରେ ରସୁଲପୁରର ୬ ଓ ଧର୍ମଶାଳା ବ୍ଲକର ୧୪ ଜଣଙ୍କୁ ଗିରଫ କରିଛି ପୋଲିସ।ମାମଲାରେ ଶତାଧିକଙ୍କ ନାଁରେ ମାମଲା ରୁଜୁ ହୋଇଛି ଥିବା SDPO ସୂଚନା ଦେଇଛନ୍ତି। ତେବେ ଶତାଧିକଙ୍କ ମଧ୍ୟରୁ ମାତ୍ର ୨୦ ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି।

By Nirvay

Leave a Reply

Your email address will not be published. Required fields are marked *