ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ । ଏହି ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ରୁ ଊର୍ଦ୍ଧ୍ୱ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଯାତ୍ରୀବାହୀ ଟ୍ରେନକୁ ଟାର୍ଗେଟ୍‌ କରାଯାଇଛି । ଚମନ ଫାଟକ ନିକଟରେ ଟ୍ରେନ୍‌କୁ ଧକ୍କା ଦେଲା ବିସ୍ଫୋରକ ଭର୍ତ୍ତି ଗାଡ଼ି । ଏହାସହ ଘଟଣାସ୍ଥଳରେ ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣାଯାଇଚି । ଆମ୍ବୁଲାନ୍ସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *