୩୮ ଲକ୍ଷ ଠକେଇ ଅଭିଯୋଗରେ କନ୍ଧମାଳ ADO, PEO ନିଲମ୍ବିତ । ପୋଖରୀ ଖନନ କାର୍ଯ୍ୟ ସମୟରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ ପରେ ଧରାକୋଟ ପଞ୍ଚାୟତ ADO ଓ PEOଙ୍କୁ ଜିଲ୍ଲାପାଳଙ୍କ ନିଲମ୍ବନ । ଆର୍ଥିକ ଭୁଲ ପରିଚାଳନା ଅଭିଯୋଗ ପରେ ଜିଲ୍ଲାପାଳ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *