ତାଜା ଖବର ବିଶ୍ୱ Pakistan Passenger Train Blast: ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ; ୨୩ ମୃତ May 24, 2026 Papirani ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ । ଏହି ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ରୁ ଊର୍ଦ୍ଧ୍ୱ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଯାତ୍ରୀବାହୀ ଟ୍ରେନକୁ ଟାର୍ଗେଟ୍ କରାଯାଇଛି । ଚମନ ଫାଟକ ନିକଟରେ…