CBSE clarifies on 12th Hindi exam
ଦ୍ୱାଦଶ ହିନ୍ଦୀ ପରୀକ୍ଷା ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ସ୍ପଷ୍ଟୀକରଣ । କିଛି ସ୍ଥାନରେ ମାର୍ଚ୍ଚ ୧୪ ଓ ଆଉ କିଛି ସ୍ଥାନରେ ମାର୍ଚ୍ଚ ୧୫ରେ ହୋଲି ପର୍ବ ପାଳନ ହେଉଛି ।
 
ତେଣୁ ମାର୍ଚ୍ଚ ୧୫ ହୋଲି ପର୍ବ ପାଇଁ ପରୀକ୍ଷାର୍ଥୀ ଯଦି ସମସ୍ୟାରେ ପଡ଼ନ୍ତି ତାହେଲେ ‘ସ୍ପେଶାଲ୍‌’ ପରୀକ୍ଷା ଦେଇପାରିବେ ବୋଲି ସିବିଏସଇ ଆଜି ସ୍ପଷ୍ଟ କରିଛି ।
ଫେବୃଆରୀ ୧୫ ରୁ ଆରମ୍ଭ ହୋଇଥିବା ଦ୍ୱାଦଶ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଚାଲିବ

By Nirvay

Leave a Reply

Your email address will not be published. Required fields are marked *