Tag: CBSE

CBSE Re-Evaluation Portal Opens: ପୁନଃ ମୁଲ୍ୟାୟନ ପାଇଁ ଖୋଲିଲା ସିବିଏସଇ ପୋର୍ଟାଲ

ଖୋଲିଲା CBSE ଦ୍ୱାଦଶ ମାର୍କ ଯାଞ୍ଚ ଓ ପୁନଃମୂଲ୍ୟାୟନ ପୋର୍ଟାଲ୍। ଏ ନେଇ CBSE ମୁଖ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି । ଯାଞ୍ଚ ଏବଂ ରି-ଇଭାଲୁଏସନ୍ ପାଇଁ ଏହି ପୋର୍ଟାଲ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ପୋର୍ଟାଲରେ…

CBSE Fee Reduction: ପୁନଃ ମୂଲ୍ୟାୟନ ଫି କମାଇଲା CBSE

ଛାତ୍ରଛାତ୍ରୀଙ୍କ ପାଇଁ ପୁନଃ ମୂଲ୍ୟାୟନ ଫି’ କମ୍‌ କଲା CBSE । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପରୀକ୍ଷା ପରବର୍ତ୍ତୀ ପୁନଃମୂଲ୍ୟାୟନ ଏବଂ ଉତ୍ତର ପତ୍ର ଯାଞ୍ଚ ପାଇଁ ଆଦାୟ ହେଉଥିବା ଫି ହ୍ରାସ ଘୋଷଣା କରିଛି। ଉତ୍ତର ଖାତା…

CBSE Board Exam 2026: ମେ ୧୫ରୁ CBSE ଦ୍ବିତୀୟ ବୋର୍ଡ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ପାଇଁ ତାରିଖ ପତ୍ର ପ୍ରକାଶ କରିଛି। ମେ ୧୫ ତାରିଖରୁ CBSE ଦ୍ବିତୀୟ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ମେ ୧୫ରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ…

CBSE 10th Topper: ସିବିଏସଇ’ର ଦୁଇ ଟପର୍ ଛାତ୍ରୀ ଟିନା ଓ ଆଲିଶାଙ୍କୁ ଭେଟି ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଚଳିତ ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ ନମ୍ବରରୁ ୫୦୦ ନମ୍ବର ହାସଲ କରିଥିବା ଦୁଇ ସିବିଏସଇ ଦଶମ ଶ୍ରେଣୀ ଟପ୍ପର ଟିନା ରଥ ଏବଂ ଆଲିଶା ବିଶ୍ୱାଲ ଗୁରୁବାର ଦିନ ଭୁବନେଶ୍ୱରର ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ…

CBSE Class X Results: ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁଣିଥରେ (OAVs) ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛି । ୧୫ ଏପ୍ରିଲ ୨୦୨୬ରେ ପ୍ରକାଶିତ ସିବିଏସଇ ଦଶମ ଫଳାଫଳରେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ଶିକ୍ଷା ବର୍ଷ…

CBSE Board Exams Postponed: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ; ଦ୍ୱାଦଶ ପରୀକ୍ଷା ବାତିଲ କଲା ବୋର୍ଡ

ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମାର୍ଚ୍ଚ ୯, ୧୦ ଏବଂ ୧୧ ତାରିଖରେ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛି । ସ୍ଥଗିତ ପରୀକ୍ଷା ମାର୍ଚ୍ଚ…