୩ ଲାଙ୍ଗୁଏଜ୍ ପଲିସି ନେଇ ସ୍ପଷ୍ଟୀକରଣ ରଖିଲା ସିବିଏସଇ ।ଚଳିତ ବର୍ଷ ଦଶମ ପିଲାଙ୍କ ପାଇଁ ନ୍ୟୁ ଲାଙ୍ଗୁଏଜ୍ ପଲିସି ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସିବିଆଇ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ଜାରି ସଂଶୋଧିତ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ୭ମ, ୮ମ ଏବଂ ୯ମ ଶ୍ରେଣୀର ବର୍ତ୍ତମାନର ବ୍ୟାଚ୍ ଯେଉଁମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷା ପଢିସାରିଛନ୍ତି, ସେମାନେ ଗୋଟିଏ ଅତିରିକ୍ତ ମାତୃଭାଷା (ଭାରତୀୟ ଭାଷା) ସହିତ ସମାନ ପାଠ୍ୟକ୍ରମ ଜାରି ରଖିବେ। ୨୦୨୬-୨୭ ବର୍ଷ ପାଇଁ ଦଶମ ପିଲା ପୁରୁଣା ୨ ଲାଙ୍ଗୁଏଜ୍ ସିଷ୍ଟମରେ ପଢ଼ିବେ । ୨୦୨୬-୨୭ ବର୍ଷ ପାଇଁ କୌଣସି ଦଶମ ପିଲା ତୃତୀୟ ଲାଙ୍ଗୁଏଜ୍ ପଢ଼ିବେନି । Post navigation +2 Rechecking Deadline Extended: ଜୁଲାଇ ୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ୨ ରିଚେକିଂ ଆବେଦନ ଅବଧି Ayodhya Bar Association issues ultimatum to Ram Mandir Trust Officials