ତାଜା ଖବର ଦେଶ Three Language Policy: ଚଳିତ ବର୍ଷ ଦଶମ ପିଲାଙ୍କ ପାଇଁ ଲାଗୁ ହେବନି ନ୍ୟୁ ଲାଙ୍ଗୁଏଜ୍ ପଲିସି: ସିବିଏସଇ June 29, 2026 Papirani ୩ ଲାଙ୍ଗୁଏଜ୍ ପଲିସି ନେଇ ସ୍ପଷ୍ଟୀକରଣ ରଖିଲା ସିବିଏସଇ ।ଚଳିତ ବର୍ଷ ଦଶମ ପିଲାଙ୍କ ପାଇଁ ନ୍ୟୁ ଲାଙ୍ଗୁଏଜ୍ ପଲିସି ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସିବିଆଇ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ଜାରି ସଂଶୋଧିତ…