ଦେଶ Atal Bihari’s 101st Birthday: ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମୋଦି December 25, 2025 Nirvay ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜୟ ଘାଟରେ ବାଜପେୟୀଙ୍କ ସମାଧି ‘ସଦୈବ ଅଟଳ’ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଉପରାଷ୍ଟ୍ରପତି…
ଦେଶ Merry Christmas: ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚରେ ପ୍ରାର୍ଥନା ସଭାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି December 25, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରି ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରିଛନ୍ତି ଏବଂ ଲୋକମାନଙ୍କୁ ବଡ଼ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଚର୍ଚ୍ଚରେ ଦେଶବାସୀଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଛନ୍ତି…
ତାଜା ଖବର ଦେଶ Karnataka Bus Accident: ଚିତ୍ରାଦୁର୍ଗ ଜିଲ୍ଲାରେ ଜଳିଗଲା ବସ୍, ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ December 25, 2025 Papirani ଚିତ୍ରାଦୁର୍ଗ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍ଲିପର ବସ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଦ୍ୱାରା ବସ୍ଟି ଜଳି ଯାଇଛି । ବସ୍ରେ ନିଆଁ ଲାଗି ଯାଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ବସର…
ତାଜା ଖବର ଦେଶ Blue Bird Block2: ମହାକାଶକୁ ଗଲା ବ୍ଲୁ ବର୍ଡ ବ୍ଲକ-2 ସାଟେଲାଇଟ୍ December 24, 2025 Papirani ମହାକାଶରେ ଇତିହାସ ରଚିଲା ଭାରତର ‘ବାହୁବଳୀ’ ରକେଟ୍ । ଇସ୍ରୋର ‘ବାହୁବଳୀ’ ରକେଟ୍, LVM-3, ଆମେରିକୀୟ ଉପଗ୍ରହ ବ୍ଲୁବାର୍ଡ ବ୍ଲକ-୨କୁ ମହାକାଶକୁ ଉତକ୍ଷେପଣ କରିଛି।ଇସ୍ରୋ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହି ମିଶନକୁ ଉତକ୍ଷେପଣ କରିଛି। ସକାଳ ୮ଟା ୫୪ରେ ଉତକ୍ଷେପଣ…
ଦେଶ ରାଜନୀତି BJP Got Donations: ଦାନ ଆକାରରେ ୬ହଜାର କୋଟିରୁ ଅଧିକ ପାଇଛି ଭାଜପା December 23, 2025 Papirani ଦେଶର ସମସ୍ତ ରାଜନୈତିକ ଦଳ ୨୦୨୪-୨୫ ଆର୍ଥିକ ବର୍ଷରେ ଦାନସୂତ୍ରରେ ପାଇଥିବା ଅର୍ଥର ବିବରଣୀ ନିର୍ବାଚନ କମିଶନ ନିକଟରେ ସେୟାର କରିଛନ୍ତି । ନିର୍ବାଚନ କମିଶନର ୱେବସାଇଟ୍ ଉପଲବ୍ଧ ତଥ୍ୟ ଅନୁଯାୟୀ, ଲୋକସଭା ଏବଂ ବହୁ ବିଧାନନସଭା ନିର୍ବାଚନର ମୂଳସାକ୍ଷୀ ବନିଥିବା…
ତାଜା ଖବର ଦେଶ Train Fare Hike: ଡିସେମ୍ବର ୨୬ରୁ ବଢ଼ିବ ଟ୍ରେନ ଭଡ଼ା December 21, 2025 Papirani ଭାରତୀୟ ରେଳବାଇ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଡିସେମ୍ବର ୨୬ ତାରିଖରୁ ରେଳବାଇ ଭଡ଼ା ବୃଦ୍ଧି ଲାଗୁ କରିବା ସହିତ ଟ୍ରେନ୍ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ଏହି ନିଷ୍ପତ୍ତି ଦେଶର ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ପ୍ରଭାବିତ…
ଦେଶ ରାଜ୍ୟ Statue of Equality: ହାଇଦ୍ରାବାଦ ସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ December 20, 2025 Nirvay ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହାଇଦ୍ରାବାଦର ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ପରିଦର୍ଶନ କରିଛନ୍ତି ଏବଂ ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ଆଶୀର୍ବାଦ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ…
ଦେଶ ରାଜନୀତି PM Modi In West Bengal: କୋଲକାତାରେ ଘନ କୁହୁଡ଼ି ପାଇଁ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର December 20, 2025 Nirvay ଘନ କୁହୁଡି କାରଣରୁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ପଶ୍ଚିମବଙ୍ଗ ନଦିଆର ତାହେରପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ରହିଥିଲା । କୋଲକତା ଏୟାରପୋର୍ଟରେ ମୋଦିଙ୍କ ବିମାନ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ତାହେରପୁରଙ୍କ…
ଖେଳ ତାଜା ଖବର ଦେଶ T20 World Cup 2026: T20 ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା December 20, 2025 Nirvay ଆସନ୍ତା ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଥିବା T-20 ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ବିସିସିଆଇ ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳର ଚୂଡ଼ାନ୍ତ ତାଲିକା ଘୋଷଣା କରିଛି । ଟି-୨୦…
ତାଜା ଖବର ଦେଶ Delhi Fog: ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ଆଜି ପୁଣି ୧୦୦ରୁ ଅଧିକ ବିମାନ ବାତିଲ December 20, 2025 Nirvay ଦେଶର ରାଜଧାନୀ ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ଆଜି ପୁଣି ୧୦୦ରୁ ଅଧିକ ବିମାନ ବାତିଲ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଶନିବାର ଦିନ ସକାଳେ…