ସିଏନଜି ଉପଭୋକ୍ତାଙ୍କୁ ଦରବୃଦ୍ଧିର ଝଟକା ଲାଗିଛି। ପୁଣି ବଢ଼ିଲା ସିଏନ୍ଜି ଦର । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀର ଦୀର୍ଘ ବନ୍ଦ ଯୋଗୁଁ ବିଶ୍ୱ ଶକ୍ତି ବଜାରଗୁଡ଼ିକ ସ୍ତବ୍ଧ ହୋଇପଡ଼ିଛି। ଆଜିଠୁ ସିଏନ୍ଜି ଦର କେଜି ପିଛା ୧ ଟଙ୍କା ବୃଦ୍ଧି ହୋଇଛି । ଦିଲ୍ଲୀରେ ସିଏନ୍ଜି ଦର କେଜି ପିଛା ୮୦ ଟଙ୍କା ୯ ପଇସାକୁ ବୃଦ୍ଧି ପାଇଛି । ଦୁଇ ଦିନ ତଳେ ସିଏନ୍ଜି ଦର କେଜି ପିଛା ୨ ଟଙ୍କା ବଢ଼ିଥିଲା । Post navigation Soro Station Rescue: ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ପୋଲିସ Rajdhani Express Fire Today: ରାଜଧାନୀ ଏକ୍ସପ୍ରେସରରେ ଅଗ୍ନିକାଣ୍ଡ