ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ରେଲୱେ ପୋଲିସ । ମୟୂରଭଞ୍ଜ କପ୍ତିପଦାରୁ ଅନୁଗୁଳ ଅଭିମୁଖେ ଯାଉଥିବା ୨୭ ଜଣଙ୍କୁ ଉଦ୍ଧାର କଲା ପୁଲିସ। ଉଦ୍ଧାର ୨୭ ଜଣଙ୍କ ମଧ୍ୟରୁ ୧୯ ନାବାଳକ ଓ ୮ ସାବାଳକ ।

ଅନୁଗୁଳ ଅଭିମୁଖେ ଯାଉଥିବା ରେଲୱେ ପୋଲିସକୁ କହିଥିଲେ । ଏମାନଙ୍କୁ ନେଇ ଯାଉଥିବା ୨ ଜଣଙ୍କୁ ଅଟକ ରଖିଲା ପୋଲିସ। ଧର୍ମାନ୍ତିକରଣ ପାଇଁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଉଦ୍ଧାର କରାଯାଇ ସେମାନଙ୍କୁ ଚାଇଲ୍ଡ ଲାଇନରେ ଛଡାଯାଇଛି।

Leave a Reply

Your email address will not be published. Required fields are marked *