Tag: Balasore

Doctor Protest in Odisha: ଆନ୍ଦୋଳନରତ ଡାକ୍ତରଙ୍କୁ ମିଳିଲା ଡେଡ୍‌ଲାଇନ୍‌; ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ

ବାଲେଶ୍ବରରେ ଆନ୍ଦୋଳନରତ ଡାକ୍ତରଙ୍କୁ ମିଳିଲା ଡେଡ୍‌ଲାଇନ୍‌ । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କ କଠୋର କାର୍ଯ୍ୟନୁଷ୍ଠାନ ପରେ ଆକ୍ସନ ମୋଡରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେବାକୁ ବାଲେଶ୍ବର CDMOଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା…

Businessman Shot Dead in Balasore: ବାଲେଶ୍ବରର ଅରଡ ବଜାରରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା 

ବାଲେଶ୍ବର ସହଦେବଖୁଣ୍ଟା ଥାନା ଅରଡ ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ୮ ରାଉଣ୍ଡ ଗୁଳି ଫୁଟିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି । ଗୁଳିମାଡରେ ବ୍ୟବସାୟୀ ଶେଖ ହମିଦଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଏ…

Baliapal Police Attack: ବାଲିଆପାଳ ପୋଲିସ ଉପରେ ଆକ୍ରମଣ ଘଟଣା; ୨ ଗିରଫ

ବାଲିଆପାଳ ଥାନା ଅନ୍ତର୍ଗତ କଚୁଆପଡ଼ା ଗ୍ରାମରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୨ ଗିରଫ। ଅଭିଯୁକ୍ତକୁ ଗିରଫ ପାଇଁ ଯାଇଥିବା ବେଳେ ପୋଲିସଙ୍କ ଉପରକୁ ହୋଇଥିଲା ଆକ୍ରମଣ । ଏହି ଆକ୍ରମଣରେ ଆଇଆଇସି ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ବସ୍ତା…

Child Marriage Allegations In Balasore: ବାଲେଶ୍ୱରରେ ବାଲ୍ୟ ବିବାହ ଅଭିଯୋଗ; ୪୦ବର୍ଷୀୟ ବର ସହ ଝିଅର ବାପା ଗିରଫ

ବାଲେଶ୍ୱରରେ ବାଲ୍ୟ ବିବାହ ଅଭିଯୋଗ ସାମ୍ନାକୁ ଆସିଛି । ସଦର ଥାନା କଞ୍ଚନିବାଗ ଗାଁରେ ନାବାଳିକାର ବିବାହ ବେଳେ ରୋକିଲା ପୋଲିସ। ୧୭ ବର୍ଷୀୟା ଝିଅଙ୍କୁ ଜୋରଜବରଦସ୍ତି ୪୦ବର୍ଷୀୟ ବର ସହ ବିବାହ କରାଯାଉଥିବାବେଳେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ।…

Soro Station Rescue: ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ପୋଲିସ

ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ରେଲୱେ ପୋଲିସ । ମୟୂରଭଞ୍ଜ କପ୍ତିପଦାରୁ ଅନୁଗୁଳ ଅଭିମୁଖେ ଯାଉଥିବା ୨୭ ଜଣଙ୍କୁ ଉଦ୍ଧାର କଲା ପୁଲିସ। ଉଦ୍ଧାର ୨୭ ଜଣଙ୍କ ମଧ୍ୟରୁ ୧୯ ନାବାଳକ ଓ ୮ ସାବାଳକ । ଅନୁଗୁଳ…

Balasore CGST Officer Held by CBI: ସିବିଆଇ ଜାଲରେ କେନ୍ଦ୍ରୀୟ ଜିଏସଟି ଅଧିକାରୀ

ସିବିଆଇ ଜାଲରେ ପଡ଼ିଛନ୍ତି ଜଣେ କେନ୍ଦ୍ରୀୟ ଜିଏସଟି (CGST) ଅଧିକାରୀ। ଲାଞ୍ଚ ନେଉଥିବା ବେଳେ CGST ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ନାୟକଙ୍କୁ ମାଡ଼ି ବସିଛି CBI ଟିମ୍। ବାଲେଶ୍ୱରର CGST କାର୍ଯ୍ୟାଳୟରେ ନିଯୁକ୍ତ ଜଣେ ଟେକ୍ନିସିଆନ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରାୟ ୧୬ ଲକ୍ଷ…

Balasore Bus Accident: ବାଲେଶ୍ବରରେ ଓଲଟିଲା ତୀର୍ଥ ଯାତ୍ରୀ ବସ୍, ୮ ଜଣ ଗୁରୁତର

ଓଲଟିଲା ତୀର୍ଥ ଯାତ୍ରୀ ବସ୍ । ଖନ୍ତାପଡ଼ା ଥାନା ଶେରଗଡ଼ ପାଖରେ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀ ବସ୍। ତୀର୍ଥଯାତ୍ରୀ ବସ୍‌ ହଠାତ୍‌ ନିୟନ୍ତ୍ରଣ ହରାଇ ରାସ୍ତା ପାଖରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ଆହତ…

2 Block Chairpersons Resign From BJD: ବିଜେଡି ଛାଡିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ଓ ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସ

ବାଲେଶ୍ୱରରେ ପୁଣି ବିଜେଡ଼ିକୁ ଝଟକା । ବାଲେଶ୍ୱରରେ ଜଣଙ୍କ ପରେ ଜଣେ ଛାଡୁଛନ୍ତି ବିଜେଡି ହାତ । ବିଜେଡି ଛାଡିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା । ବାଲେଶ୍ୱର ସଦର ବ୍ଲକର ଅଧ୍ୟକ୍ଷା ସୁନିତା ବେହେରା ବିଜୁ ଜନତା ଦଳ…