Tag: Balasore

୨୨ ତାରିଖକୁ ଘୁଞ୍ଚିଲା ବାଲେଶ୍ବରରେ ହେବାକୁଥିବା ନାରୀ ନ୍ୟାୟ ଯାତ୍ରା

ନିକଟ ଅତୀତରେ ଓଡ଼ିଶାରେ ଦିବଂଗତା ସୌମ୍ୟାଶ୍ରୀଙ୍କ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଆସନ୍ତା ୧୪ ତାରିଖରେ ବାଲେଶ୍ବରରେ ପିସିସି ପକ୍ଷରୁ ନାରୀ ନ୍ୟାୟ ପଦଯାତ୍ରା ହେବାର ଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୨୨ ତାରିଖ ଶୁକ୍ରବାରକୁ ଘୁଞ୍ଚେଇ…

୨୨ ତାରିଖକୁ ଘୁଞ୍ଚିଲା ବାଲେଶ୍ୱରରେ କଂଗ୍ରେସ ପକ୍ଷରୁ ହେବାକୁଥିବା ‘ନାରୀ ନ୍ୟାୟ ଯାତ୍ରା’

ନିକଟ ଅତୀତରେ ଓଡ଼ିଶାରେ ଦିବଂଗତା ସୌମ୍ୟାଶ୍ରୀଙ୍କ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ପିସିସି ପକ୍ଷରୁ ହେବାକୁଥିବା ନାରୀ ନ୍ୟାୟ ପଦଯାତ୍ରା ଆସନ୍ତା ୨୨ ତାରିଖ ଶୁକ୍ରବାରକୁ ଘୁଞ୍ଚେଇ ଦିଆଯାଇଛି । ସେଦିନ…

ଏଫ୍ଏମ୍ ଛାତ୍ରୀ ଆତ୍ମାହୁତି ମାମଲା: ତଦନ୍ତରୁ ଅନ୍ତର ହେଲେ ଏସ୍‌. ସାଇନି

ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରୁ ତଦନ୍ତରୁ ଅନ୍ତର ହେଲେ ଏସ୍‌. ସାଇନି । ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଆଇଜି ଏସ୍. ସାଇନିକୁ ହଟାଇ…

ଏଫଏମ ଘଟଣାରେ ୨ ଛାତ୍ରଙ୍କୁ ଗିରଫ ମାମଲା: ପୋଲିସର କାର୍ଯ୍ୟାଧାରାକୁ ନେଇ ଗୁରୁତର ଆପତ୍ତି ଉଠାଇଲା ଏବିଭିପି

ଏଫଏମ ସ୍ବୟଂଶାସିତ କଲେଜ ଛାତ୍ରୀ ପୋଡ଼ି ହୋଇ ମୃତ୍ୟୁ ବରଣ କରିବା ଘଟଣାରେ ୨ ଛାତ୍ରଙ୍କୁ ଗିରଫ କରିବା ଘଟଣାରେ ଆପତ୍ତି ଉଠାଇଲା ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏଭିବିପି) । ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏବିଭିପି କହିଛି ବାଲେଶ୍ୱରରେ ଅଖିଳ ଭାରତୀୟ…

ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣା: ୨ ଛାତ୍ର ଗିରଫ

ବହୁ ଚର୍ଚ୍ଚିତ ବାଲେଶ୍ୱର ଏଫଏମ କଲେଜ୍ ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଜଣେ ଛାତ୍ର ଓ ଜଣେ ଅଣଛାତ୍ରଙ୍କୁ ଗିରଫ ହୋଇଥିବା ଜଣାପଡିଛି। ଗିରଫ ୨ ଜଣ ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଶୁଭ୍ର…

ଏଫଏମ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଜଣେ ସହକାରୀ ପ୍ରଫେସରଙ୍କ କ୍ବାର୍ଟର୍ସରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବକ । ଏହାପରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ…

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ୧୪ ଦିନ ବଢ଼ିଲା ଏଚ୍ଓଡି ସମୀର ସାହୁଙ୍କ ହାଜତ ଅବଧି

ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହୁତି ଘଟଣାରେ ଗିରଫ ହୋଇଥିବା ପ୍ରଫେସର୍ ସମୀର କୁମାର ସାହୁଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢ଼ିଛି । ନିଲମ୍ବିତ ଏଚ୍‌ଓଡି ସମୀର ସାହୁ ୧୪ ଦିନିଆ ଅବଧି ଆଜି ଶେଷ…

ଏଫଏମ ଛାତ୍ରୀ ମୃତ୍ୟୁ ଘଟଣା: ଏକାଦଶାହରେ ଯୋଗ ଦେଲେ ସାଂସଦ ଓ ମନ୍ତ୍ରୀ

ମୃତ ବାଲେଶ୍ୱର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହରେ ଯୋଗ ଦେଲେ ମନ୍ତ୍ରୀ ଓ ସାଂସଦ । ଏକାଦଶାହରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସଦର ବିଧାୟକ ମାନସ ଦତ୍ତଙ୍କ ସମେତ ବହୁ ନେତା…

FM ଛାତ୍ରୀ ଆତ୍ମାହୁତି ମାମଲା: ଘଟଣାସ୍ଥଳରେ ଉପସ୍ଥିତଥିବା ୨ ଛାତ୍ରୀଙ୍କ ସାକ୍ଷ୍ୟଗ୍ରହଣ

FM ଛାତ୍ରୀ ଆତ୍ମାହୁତି ମାମଲାରେ ଉଠିପାରେ ପରଦା । ୨ ଛାତ୍ରୀଙ୍କ ହେଲା ସାକ୍ଷ୍ୟଗ୍ରହଣ । FM ଛାତ୍ରୀ ଆତ୍ମାହୁତି ମାମଲାରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ୨ ଛାତ୍ରୀଙ୍କ ସାକ୍ଷ୍ୟଗ୍ରହଣ ହୋଇଛି। କୋର୍ଟରେ ବିଏନ୍‌ଏସ୍‌ର ଧାରା ୧୮୩ରେ ବୟାନ ରେକର୍ଡ କରାଯାଇଛି…

ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା କହିଲେ ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ଥିବା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକାର ଅବସ୍ଥା ଗୁରୁତର ଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ । ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ୪୮ ଘଣ୍ଟା ଅବଜରଭେସନ୍‌ରେ ରହିବେ । ରକ୍ତଚାପ ମଧ୍ୟ କମ୍‌…