ବାଲେଶ୍ୱରରେ ବାଲ୍ୟ ବିବାହ ଅଭିଯୋଗ ସାମ୍ନାକୁ ଆସିଛି । ସଦର ଥାନା କଞ୍ଚନିବାଗ ଗାଁରେ ନାବାଳିକାର ବିବାହ ବେଳେ ରୋକିଲା ପୋଲିସ। ୧୭ ବର୍ଷୀୟା ଝିଅଙ୍କୁ ଜୋରଜବରଦସ୍ତି ୪୦ବର୍ଷୀୟ ବର ସହ ବିବାହ କରାଯାଉଥିବାବେଳେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ପହଞ୍ଚି ଝିଅର ବାପା ଓ ୪୦ ବର୍ଷୀୟ ବରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। Post navigation Youth Burns While Taking Selfie on Train: ମଞ୍ଚେଶ୍ୱର ଷ୍ଟେସନରେ ଅଘଟଣ; ଟ୍ରେନ୍ରେ ଚଢ଼ି ସେଲ୍ଫି ନେଲା ବେଳେ ଜଳିଗଲେ ଯୁବକ