ଟ୍ରେନ୍ରେ ଚଢ଼ି ସେଲ୍ଫି ନେଲା ଅଘଟଣ। ସେଲଫି ଏବଂ ସୋସିଆଲ ମିଡିଆ ପାଇଁ ଭିଡିଓ ସୁଟିଂ କରିବା ବେଳେ ଜଳିଗଲେ ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରେ ଟ୍ରେନ୍ ଉପରେ ଚଢ଼ି ଫଟୋ ଉଠାଇବା ବେଳେ ଅଘଟଣ ।ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ଗୁରୁତର । କଟକ ସ୍ଥାନାନ୍ତର କରାଯାଇଛି । Post navigation Hit And Run Case in Bhubaneswar: ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍ ରନ୍; ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍