Category: ଦେଶ

Jag Vasant Arrives at Kandla Port: ଗୁଜରାଟର କାଣ୍ଡଲା ବନ୍ଦରରେ ଏଲପିଜି ନେଇ ପହଞ୍ଚିଲା ‘ଜଗ୍‌ ବସନ୍ତ’

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ହରମୁଜ୍ ପ୍ରଣାଳୀ (Strait of Hormuz) ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ଭିତରେ ଭାରତକୁ ଆଶ୍ୱସ୍ତ କରି କାଣ୍ଡ୍ଲା ବନ୍ଦରରେ…

ALPA Demands to Halt Flights in High-Risk Zones: ବିବାଦୀୟ ଅଞ୍ଚଳକୁ ବିମାନ ଚଳାଚଳ ବନ୍ଦ କରିବାକୁ ପାଇଲଟ୍ ସଂଘର ଡିଜିସିଏଙ୍କୁ ଅନୁରୋଧ

ପଶ୍ଚିମ ଏସିଆରେ ବିପଦପୂର୍ଣ୍ଣ ସଂଘର୍ଷ ଅଞ୍ଚଳଗୁଡ଼ିକରେ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ଏୟାରଲାଇନ୍ସ ପାଇଲଟ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ALPA) ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କୁ ଅନୁରୋଧ କରିଛି । ଭାରତୀୟ ଏୟାରଲାଇନ୍ସ ପାଇଲଟ୍‌ ଆସୋସିଏସନ୍‌…

Railway Budget For Odisha: ୨୦୨୫-୨୬ରେ ଓଡ଼ିଶାକୁ ରେଲୱେ ବ୍ୟୟବରାଦ ୧୩ ଗୁଣା ବୃଦ୍ଧି

ଓଡ଼ିଶାରେ କାର୍ଯ୍ୟକାରୀ ପ୍ରମୁଖ ରେଳ ପ୍ରକଳ୍ପ ସମ୍ପର୍କରେ ସଂସଦରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଓଡ଼ିଶାକୁ ରେଲୱେ ବ୍ୟୟବରାଦ ୧୩ ଗୁଣା ବୃଦ୍ଧି ପାଇ ୧୦ ହଜାର ୫୯୯ କୋଟି ଟଙ୍କାରେ ପହଞ୍ଚିଛି । ଆଜି…

PM Modi Chairs CMs Meeting: ପଶ୍ଚିମ ଏସିଆ ଯୁଦ୍ଧ ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୈଠକ

ପଶ୍ଚିମ ଏସିଆରେ ଲାଗି ରହିଥିବା ଇରାନ-ଆମେରିକା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଛି ।…

Surya Tilak: ଆଜି ପବିତ୍ର ରାମ ନବମୀ; ପ୍ରଭୁ ରାମଲାଲାଙ୍କ ମସ୍ତକରେ ‘ସୂର୍ଯ୍ୟ ତିଳକ’

ଆଜି ହେଉଛି ପବିତ୍ର ରାମ ନବମୀ । ଅଯୋଧ୍ୟ ରାମ ମନ୍ଦିରରେ ମଧ୍ୟାହ୍ନ ଠିକ୍ ୧୨ଟା ସମୟରେ ରାମଲାଲାଙ୍କ ମସ୍ତକରେ ହୋଇଥିଲା ସୂର୍ଯ୍ୟ ତିଳକ । ଏହା ସହିତ ହୋଇଥିଲା ମହାଆଳତୀ । ବିଶ୍ୱାସ, ବିଜ୍ଞାନ ଏବଂ ସ୍ଥାପତ୍ୟ ସଠିକତାର ଏକ…

Commercial LPG Allocation: ବାଣିଜ୍ୟିକ ଏଲ୍‌ପିଜି ବଣ୍ଟନ ୭୦%କୁ ବୃଦ୍ଧି ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ବାଣିଜ୍ୟିକ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ନନ୍-ଡୋମେଷ୍ଟିକ ଏଲ୍‌ପିଜି ବଣ୍ଟନ ବୃଦ୍ଧି ପାଇଁ ନୂତନ ପ୍ରସ୍ତାବ ଜାରି କରାଯାଇଛି। ସଚିବ ଡା. ନୀରଜ ମିତ୍ତଲଙ୍କ ଦ୍ୱାରା ସମସ୍ତ ରାଜ୍ୟ ଓ…

India Slashes Additional Excise Duty On Petrol & Diesel: ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କା ହ୍ରାସ କଲେ କେନ୍ଦ୍ର ସରକାର

ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ ଏହା ୧୩ ଟଙ୍କାରୁ ୩ ଟଙ୍କା ହୋଇଛି। ସେହିପରି ଡିଜେଲ ଉପରେ ଥିବା ଏକ୍ସାଇଜ୍ ଡ୍ୟୁଟି ୧୦…

PM Modi Calls Virtual Meet With CMs: ଆସନ୍ତା କାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ପଶ୍ଚିମ ଏସିଆ ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ବୈଠକରେ ପଶ୍ଚିମ ଏସିଆ ସଂକଟର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ରାଜ୍ୟଗୁଡିକର ଯୋଜନା…

Free Train Travel: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କୁ ମିଳିବ ମାଗଣା ରେଳ ସେବା

ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ବଡ଼ ଘୋଷଣା । କେନ୍ଦ୍ର ସରକାର ସ୍ଥଳସେନା, ନୌସେନା ଏବଂ ବାୟୁସେନାର ବୀରତ୍ୱ ପୁରସ୍କାର ବିଜେତାଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଜୀବନବ୍ୟାପୀ ମାଗଣା ଟ୍ରେନ ଯାତ୍ରା ଘୋଷଣା କରିଛନ୍ତି।…

Shifting from LPG to PNG: ଏଲପିଜିରୁ ପିଏନଜିକୁ ସିଫ୍ଟ ହେବାକୁ ପେଟ୍ରୋଲିୟମ ମନ୍ତ୍ରାଳୟର ପରାମର୍ଶ

ପେଟ୍ରୋଲିୟମ ମନ୍ତ୍ରାଳୟ ଏଲପିଜି ରୁ ପିଏନଜିକୁ ସିଫ୍ଟ ହେବାକୁ ପରାମର୍ଶ ଦେଇଛନ୍ତି । ପ୍ରେସମିଟ୍‌ରେ ପରାମର୍ଶ ଦେଇ ସୁଜାତା ଶର୍ମା, ଯୁଗ୍ମ ସଚିବ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛନ୍ତି ଯେ, ପିଏନଜି ଆମର ଘରୋଇ ଉତ୍ପାଦନ ହୋଇଥିବାରୁ ପରିବର୍ତ୍ତନ…