ଦେଶ ହେମନ୍ତ ସୋରେନ ଦେଲେ ଇସ୍ତଫା, ଚମ୍ପଇ ସୋରେନ ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ January 31, 2024 Nirvay ରାଞ୍ଚି : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ । ଇଡି ଟିମର ୬ ଘଣ୍ଟା ପଚରାଉଚରା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସିଧା ରାଜଭବନରେ ପହଞ୍ଚି ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ରାଜ୍ୟପାଳ ତାଙ୍କ ଇସ୍ତଫା…
ଦେଶ ଜ୍ଞାନବାପି ମସଜିଦରେ ହିନ୍ଦୁ ମାନଙ୍କୁ ପୂଜା ପାଇଁ ମିଳିଲା ଅନୁମତି January 31, 2024 Nirvay ନୂଆଦିଲ୍ଲୀ:ଜ୍ଞାନବାପି ମସଜିଦ ମାମଲାରେ ଆସିଲା ବଡ଼ ନିଷ୍ପତି । ହିନ୍ଦୁ ପକ୍ଷକୁ ପୂଜା ଅନୁମତି ମିଳିଛି । ଏଣିକି ହିନ୍ଦୁମାନେ ସେଠାରେ ପୂଜା କରି ପାରିବେ। ସାତ ଦିନଭିତରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ । ବାରଣାସୀର ଜ୍ଞାନବାପି ମସଜିଦ୍ ସର୍ଭେ ନେଇ…
ଦେଶ ବଜେଟ୍ ଅଧିବେଶନ ନୂଆ ଭବନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ January 31, 2024 Nirvay ଆଜିଠାରୁ ଆରମ୍ଭ ହୋଇଯାଇଛି ସଂସଦର ବଜେଟ୍ ଅଧିବେଶନ । ୧୭ଶ ଲୋକସଭାର ଏହା ହେଉଛି ଶେଷ ଅଧିବେଶନ । ଏହି ଅଧିବେଶନ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ…
ଦେଶ ରାଜ୍ୟ ମୋଦୀ ଖେଳିବେ ମହିଳା ଗ୍ୟାରେଣ୍ଟି କାର୍ଡ଼, ବିଜଦ ମହିଳା ଭୋଟବ୍ୟାଙ୍କକୁ ଭାଙ୍ଗିବ ମୋଦୀଙ୍କ ‘ଲାଖପତି ଦିଦି’! January 30, 2024 Nirvay ଭୁବନେଶ୍ୱର: ସପ୍ତାହକ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଥର ଗସ୍ତ କରିବେ ଓଡ଼ିଶା । ୩ ତାରିଖରେ ସମ୍ବଲପୁର ଏବଂ ୧୦ ତାରିଖରେ ଭୁବନେଶ୍ୱର । ଏହି ଦୁଇଟି ଗସ୍ତର ଦୁଇଟି ବିଶେଷ ଦିଗ ଅଛି । ତେବେ ଭୁବନେଶ୍ୱର ଗସ୍ତ…
ଦେଶ ରାଜନୀତି ବିଜେପି ପ୍ରାର୍ଥୀ ମନୋଜ ସୋନକର ଜିତିଲେ ଚଣ୍ଡୀଗଡ଼ ମେୟର ନିର୍ବାଚନ January 30, 2024 Nirvay ଚଣ୍ଡିଗଡ: ବିଜେପିର ମନୋଜ ସୋନକର ନୂତନ ଚଣ୍ଡୀଗଡ଼ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ବିଜେପି ୧୬ ଭୋଟ୍ ପାଇଥିବାବେଳେ କଂଗ୍ରେସ ଓ ଆପ ମିଳିତ ପ୍ରାର୍ଥୀ ୧୨ ଭୋଟ୍ ପାଇଛନ୍ତି । ୮ଟି ଭୋଟ ନାକଚ ହୋଇଥିବା ସୂଚନା ମିଳିଛି ।…
ଦେଶ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘରେ ରେଡ January 30, 2024 Nirvay ରାଞ୍ଚି: ହେମନ୍ତ ସୋରେନଙ୍କ ଘରେ ED ଚଢ଼ାଉ। ସୂଚନା ଅନୁଯାୟୀ,ଚଢ଼ାଉ ବେଳେ ଉପସ୍ଥିତ ନଥିଲେ ସୋରେନ। ଦିଲ୍ଲୀ ବାସଭବନରେ ହେମନ୍ତଙ୍କ ୨ BMW ଗାଡ଼ି ଜବତ କରିଛି ED। BMW ସହ ୩୬ଲକ୍ଷ ଟଙ୍କା ଜବତ କଲା ED।କିନ୍ତୁ ଦୁଇ ଦିନ…
ଦେଶ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ January 30, 2024 Nirvay ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି…
ଦେଶ ରାଜ୍ୟ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମାରିଲା ବାଜି; ପଢ଼ନ୍ତୁ ପୁରା ଖବର January 29, 2024 Nirvay କର୍ତ୍ତବ୍ୟପଥରେ ବାଜି ମାରିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼। ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନ ହାସଲ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଚାରକ ମଣ୍ଡଳୀ…
ଦେଶ ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ପଢନ୍ତୁ ପୁରା ଖବର January 29, 2024 Nirvay ଭୁବନେଶ୍ୱର: ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ପରୀକ୍ଷା-ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ। ଏଥିସହ ପିଲାମାନେ କିପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେଥିପାଇଁ ଟିପ୍ସ…
ଦେଶ ରାଜନୀତି ଦେଶର ୫୬ଟି ରାଜ୍ୟ ସଭା ଆସନ ପାଇଁ ଫେବୃଆରୀ ୨୭ରେ ନିର୍ବାଚନ; ଓଡ଼ିଶାରେ ୩ ଆସନ ପାଇଁ ଭୋଟ January 29, 2024 Nirvay ନୂଆଦିଲ୍ଲୀ: ଓଡ଼ିଶାର ଖାଲି ପଡୁଥିବା ୩ ଆସନ ପାଇଁ ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏହି ଦିନ ଦେଶର ୫୬ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,…