isro

ନୂଆବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନ  . PSLV-C58 ଜରିଆରେ ‘ଏକ୍ସପୋସାଟ୍‌’ ସାଟେଲାଇଟ୍‌ ଉତ୍‌କ୍ଷେପଣ ହୋଇଛି  ଏକ୍ସପୋସାଟ୍‌’ ଓ ୧୦ ଅନ୍ୟ ପେଲୋଡ୍‌ର ବି ଉତ୍‌କ୍ଷେପଣ .  ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ‘ଏକ୍ସପୋସାଟ୍‌’ର ଉତକ୍ଷେପଣ ହୋଇଛି
ବ୍ଲାକ ହୋଲ୍ ଓ ନ୍ୟୁଟ୍ରନ୍ ଷ୍ଟାର ସଂପର୍କରେ ଅଧ୍ୟୟନ କରିବ ,  ୫ ବର୍ଷ ପାଇଁ କାର୍ଯ୍ୟ କରିବ ‘ଏକ୍ସପୋସାଟ୍‌’। ପୃଥିବୀ ଚାରିପଟେ ବୁଲି ବୁଲି ବିଶ୍ୱବ୍ରହ୍ମାଣ୍ଡର ରହସ୍ୟ ଭେଦିବାକୁ ଚେଷ୍ଟା କରିବ ‘ଏକ୍ସପୋସାଟ୍’। ଏହି ସାଟେଲାଇଟ କୋଟି କୋଟି ଆଲୋକବର୍ଷ ଦୂରରେ ଥିବା ବ୍ଲାକହୋଲ୍, ନ୍ୟୁଟ୍ରନ୍ ଷ୍ଟାର୍, ପଲ୍ସର ୱିଣ୍ଡ ନେବୁଲା ସମେତ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ।

By Nirvay

Leave a Reply

Your email address will not be published. Required fields are marked *