ରାଜଧାନୀ ଭୁବନେଶ୍ୱରରେ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସକ୍ରିୟ ହୋଇଉଠିଛି ଭୁବନେଶ୍ୱର ମହାନଗର ନିଗମ (BMC)। ଛେନା ଓ ପନିରରେ ଅପମିଶ୍ରଣ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଆଜି ପାହାଳସ୍ଥିତ ପ୍ରସିଦ୍ଧ ମିଠା ବଜାରରେ BMC ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ସନ୍ଦିଗ୍ଧ ଛେନା ଓ ପନିରର ନମୁନା ସ୍ଥଳପ୍ରାନ୍ତରେ ତୁରନ୍ତ ପରୀକ୍ଷା କରିବା ପାଇଁ BMC ପକ୍ଷରୁ ଏକ ବିଶେଷ ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ ସାଙ୍ଗରେ ନିଆଯାଇଛି। Post navigation Sourin Bhatt Harassment Case: କଣ୍ଠଶିଳ୍ପୀ ସୌରନି ଭଟ୍ଟଙ୍କ ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କଲେ ହାଇକୋର୍ଟ