Tag: BMC

ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ପଞ୍ଚମ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିବା ଘଟଣାରେ ଗତକାଲି ପୋଲିସ ତିନି ଜଣଙ୍କୁ ଗିରଫ କରିଥିବାବେଳେ ଆଜି ଆଉ ଦୁଇଜଣଙ୍କୁ ଗିରଫ କରିଛି । ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ…

ବିଏମସି ଘଟଣା; ସଂପୃକ୍ତ ଅଭିଯୋଗ ଆଧାରରେ ୫ଜଣଙ୍କୁ ବିଜେପିରୁ ନିଲମ୍ବନ

ଗତ କାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ୫ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କଲେ ରାଜ୍ୟ ସଭାପତି ମନମୋହନ ସାମଲ । ସେମାନେ ହେଲେ କର୍ପୋରେଟର ଅପରୂପ…

ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆନ୍ଦୋଳନରେ BMC ଓ ସଫେଇ କର୍ମଚାରୀ

ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲେ BMC କର୍ମଚାରୀ ।BMC ଅଫିସରେ କର୍ମଚାରୀଙ୍କ ପ୍ରତିବାଦ କରିଥିବା ଜଣାପଡିଛି। ବିଏମସିର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । କର୍ମଚାରୀଙ୍କ…

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା; ହତ୍ୟା ଉଦ୍ୟମ ଦଫା ଲାଗୁ ପାଇଁ ଦାବି କଲା OAS ସଂଘ

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ OAS ସଂଘର ଦାବି । ସଂଘ କହିଛି ରାଜଧାନୀ ଓ ବିଏମସି ଭଳି ଅଫିସ ଭିତରେ ଆକ୍ରମଣ ଚିନ୍ତାଜନକ । ଦୂରଦୂରାନ୍ତର ଅଫିସ୍‌ରେ କର୍ମଚାରୀ କେତେ ସୁରକ୍ଷିତ । ତେଣୁ ଆକ୍ରମଣକାରୀଙ୍କ ବିରୋଧରେ BNSରେ…

୬ ମାସ ବଦଳରେ ୩ ମାସରେ ଟିକସଦାତା ଖିଲାପକାରୀ ତାଲିକା ଆଣିବ ବିଏମ୍‌ସି

ଟିକସଦାତାଙ୍କୁ ସାବାଡ଼ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବଡ଼ ନିଷ୍ପତ୍ତି । ଏଣିକି ୬ ମାସ ବଦଳରେ ୩ ମାସରେ ଖିଲାପକାରୀ ତାଲିକା ଆସିବ । ୬ ମାସରେ ଥରେ ଲିଷ୍ଟ ଆସୁଥିବାରୁ ବଡ଼ ଟିକସଦାତା ପୈଠ କରିପାରୁ…

ଆଚାର୍ଯ୍ୟ ବିହାରରୁ ବାଣୀବିହାର ରାସ୍ତାରେ ଜବରଦଖଲ ଉଚ୍ଛେଦ; ତୀବ୍ର ଉତ୍ତେଜନା

ଭୁବନେଶ୍ବରରେ ଜବରଦଖଲ ଉଚ୍ଛେଦ। ପ୍ରବାସୀ ଭାରତୀୟ ଦିବସ ପାଇଁ ସହରକୁ ସୁନ୍ଦର କରାଯାଉଛି। ତେଣୁ ଆଜି ଆଚାର୍ଯ୍ୟ ବିହାରରୁ ବାଣୀ ବିହାର ମଝିରେ ରାସ୍ତା କଡ଼ରେ ଥିବା ଜବରଦଖଲକରି ରହିଥିବା ଫଳ ଦୋକାନ, ଟିକେଟ ବୁକିଂ କେନ୍ଦ୍ର, ବହି ଦୋକାନ, ଚା…

ନାଲ୍‌କୋ ଛକରେ ଉଠା ଦୋକାନୀଙ୍କ ଧାରଣା

ଆଜି ରାଜଧାନୀର ନାଲ୍‌କୋ ଛକରେ ହଜାର ହଜାର ଉଠା ଦୋକାନୀ ଧାରଣା ଦେଇଛନ୍ତି । ବେଆଇନ ଦୋକାନ ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ହଜାର ହଜାର ଉଠା ଦୋକାନୀ । ୯ ଦଫା ଦାବି ନେଇ ବିଏମସି ଉତ୍ତର ଜୋନ୍‌…

ରାଜଧାନୀରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ଦିନକୁ ଦିନ କୁକୁରମାନଙ୍କ ଆତଙ୍କ ବଢୁଥିବାରୁ ବିଏମ୍‌ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବାକୁ ଯାଉଛି। ଆଜି କୁକୁର ଆତଙ୍କ ବଢ଼ିଥିବା ସ୍ୱୀକାର କରିବା ସହିତ ଏନେଇ ଘୋଷଣା କରିଛନ୍ତି…

ଭଡ଼ାରେ ଲାଗିଛି ଆବାସ; ଆବଣ୍ଟନ ବାତିଲ କରିବାକୁ ବିଏମସିର ପଦକ୍ଷେପ

ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆବାସ ଯୋଜନା (ସୁଲଭ ଆବାସ ଯୋଜନା)ରେ ଆବଣ୍ଟିତ ଘର ଭଡ଼ାରେ ନେଇଥିବା ହିତାଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛି। ସୂଚନା ଅନୁଯାୟୀ, ବିଏମସି ପକ୍ଷରୁ ସୁଲଭ ଘର ବଣ୍ଟନ କରାଯାଇଥିଲା। ଅନେକ…

ରାଜ୍ୟରେ ବ୍ୟାପୁଛି ବାର୍ଡ ଫ୍ଲୁ; ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର

ରାଜ୍ୟରେ ଦିନକୁ ଦିନ ବାର୍ଡ ଫ୍ଲୁ ଆତଙ୍କ ଦେଖିବାକୁ ମିଳୁଥିବା ବେଳେ ଆଜି ଭୁବନେଶ୍ବରର କୁକୁଡ଼ା ଦୋକାନୀଙ୍କୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ତରଫରୁ ନୋଟିସ୍ ଜାରି କରାଯାଇଛି । ସଂକ୍ରିମତ ଅଞ୍ଚଳରୁ କୁକୁଡ଼ା ନକିଣିବାକୁ ଦୋକାନୀଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ କୌଣସି…