Day: 4 May 2026

Assembly Polls Results 2026: ବେଙ୍ଗଲ, ତାମିଲନାଡୁରେ କଡ଼ା ମୁକାବିଲା; ଆସାମରେ ବିଜେପି ଆଗୁଆ

ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳମ୍‌ ଓ ପୁଡୁଚେରୀ ଉପରେ ସାରା ଦେଶର ନଜର ରହିଥିବା ବେଳେ ପ୍ରାଥମିକ ସୂଚନା ଅନୁସାରେ ବିଜେପି ପଶ୍ଚିମବଙ୍ଗ ଓ ଆସାମରେ ଆଗୁଆ ଅଛି। ପଶ୍ଚିମବଙ୍ଗରେ ମୁକାବିଲା କଡ଼ା, କିନ୍ତୁ ଆସାମରେ ବିଜେପି ବହୁତ ଆଗରେ। ତାମିଲନାଡୁରେ…

Assembly Election: ରାଜ୍ୟ ନିର୍ବାଚନ ଫଳାଫଳ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି ଆରମ୍ଭ

ଆରମ୍ଭ ହୋଇଛି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି। ସକାଳ ୮ଟାରେ କଡ଼ା ସୁରକ୍ଷା ମଧ୍ୟରେ କାଉଣ୍ଟିଂ ଆରମ୍ଭ ହୋଇଛି । ୪ ରାଜ୍ୟ- ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଗୋଟିଏ କେନ୍ଦ୍ର…