Day: 7 May 2026

ଆତଙ୍କବାଦ ଓ ଏହାର ଇକୋସିଷ୍ଟମକୁ ସମୂଳେ ନଷ୍ଟ କରିବୁ: ମୋଦି

‘ଅପରେସନ ସିନ୍ଦୂର’ର ବର୍ଷେ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ବାହିନୀଙ୍କ ସାହସ ଓ ବୀରତ୍ୱକୁ ପ୍ରଶଂସା କରିଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି ଯେ, ପହଲଗାମରେ ନିରୀହ ଭାରତୀୟଙ୍କ ଉପରେ ହୋଇଥିବା ଆକ୍ରମଣର ଏହା ଉଚିତ୍ ଜବାବ…

ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ୨୩ ଟ୍ରକ୍‌ ଟର୍ମିନାଲ

ରାଜ୍ୟରେ ଏ ମାସ ଶେଷ ସୁଦ୍ଧା ୨୩ଟି ଟ୍ରକ୍‌ ଟର୍ମିନାଲକୁ କାର୍ଯ୍ୟକ୍ଷମ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଟ୍ରକ୍‌ ଟର୍ମିନାଲର ନିର୍ମାଣ କାମ ଶେଷ ହୋଇସାରିଛି। ବର୍ତ୍ତମାନ କେବଳ…