ବାଲିଅନ୍ତା ଥାନା ବେଣୁପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଭିଙ୍ଗାରପୁର ର ଦୁଇ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ପରେ କଟକ ଜିଲ୍ଲାର ଓଲଟପୁର ଥାନା ଅନ୍ତର୍ଗତ ମୌରାପୁର ଅଞ୍ଚଳର ସୌମ୍ୟ ରଂଜନ ସ୍ୱାଇଁଙ୍କୁ ଅକଥନୀୟ ଅତ୍ୟାଚାର କରି ପିଟି ପିଟି ହତ୍ୟା କରାଯାଇଛି ।

ଆହତ ସୌମ୍ୟ ରଂଜନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକ ଜଣକ ଜଣେ ରେଳବାଇ କନଷ୍ଟେବଲ ବୋଲି ଜଣା ପଡ଼ିଛି ।

By Nirvay

Leave a Reply

Your email address will not be published. Required fields are marked *