Day: 6 May 2026

TVK Government: ତାମିଲନାଡ଼ୁରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିଜୟ

ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ ଏକ ଐତିହାସିକ ବିପର୍ଯ୍ୟୟ ଆଣିଛି। ୧୦୮ ଆସନ ସହିତ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଏହାରି ମଧ୍ୟରେ ତାମିଲନାଡ଼ୁରେ ସରକାର ଗଠନ ପାଇଁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଚିଠି ଲେଖିଲେ…

Bhubaneswar Fire Tragedy: ଭୁବନେଶ୍ବର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

ଭୁବନେଶ୍ବର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ପ୍ୟାନେଲ ବୋର୍ଡ ସର୍ଟ ସର୍କିଟରୁ ଗାର୍ଡ ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡ ୨ ଜୀବନ୍ତ ଦଗ୍ଧ । ଜଣେ ସୁରକ୍ଷା କର୍ମୀ ଓ କେୟାର ଟେକରଙ୍କ ଘଟଣାସ୍ଥଳରେ ମୃତ୍ୟୁ…