ତାଜା ଖବର Berhampur attack incident: ବ୍ରହ୍ମପୁର ଆକ୍ରମଣ ଘଟଣା; ଆକ୍ରମଣକାରୀ ଚିହ୍ନଟ May 19, 2026 Nirvay ବ୍ରହ୍ମପୁର ଗିରି ରୋଡରେ ରାସ୍ତା ମଝିରେ ଯୁବକ ଯୁବତୀଙ୍କୁ ଆକ୍ରମଣ କରାଯାଇଥିବା ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଛି । ଦୁଇ ଜଣ ଯୁବକ ଠେଙ୍ଗାରେ ପିଟିଥିବା ସୂଚନା ମିଳିଛି । ଘଟଣାକୁ ନେଇ ADG ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,…