ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି ପୁଟିନ୍ । ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଭାରତ ଗସ୍ତରେ ଆସିବେ । BRICS ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିବେ ପୁଟିନ୍ । ଭାରତ ଏବଂ ରୁଷ ମଧ୍ୟରେ ରଣନୈତିକ ଏବଂ ପ୍ରତିରକ୍ଷା ସହଯୋଗକୁ ଗଭୀର କରିବା ମଧ୍ୟରେ ଏହି ଗସ୍ତ ହୋଇଛି। ଏହା ପୁଟିନଙ୍କ ଏକ ବର୍ଷ ମଧ୍ୟରେ ଦ୍ୱିତୀୟ ଭାରତ ଗସ୍ତ ହେବ । Post navigation Govt dismisses Rumours on Temple Gold Monetisation