ଆଫଗାନିସ୍ତାନ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା । ବିସିସିଆଇ (BCCI) ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଟିମରେ ୩ ଜଣ ନୂଆ ଚେହେରା ଦେଖିବାକୁ ମିଳିଛି । ପ୍ରିନ୍ସ ଯାଦବ, ଗରନୁର ବ୍ରାର ଓ ହର୍ଷ ଦୁବେଙ୍କୁ ସୁଯୋଗ ଟିମରେ ସାମିଲ କରାଯାଇଛି । ଗିଲ୍ କ୍ୟାପଟେନ୍ ଥିବା ବେଳେ ଦୁଇ ଭେଟେରାନ ରୋହିତ, କୋହଲି ମଧ୍ୟ ଟିମରେ ସାମିଲ୍ ରହିଛନ୍ତି । Post navigation BCCI wins Major RTI Battle: CIC Rules Board not a Public Authority