Mamata Banerjee loses in Bhabanipur
ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରାଜିତ ହୋଇଛନ୍ତି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କୁ ୧୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି । ଭବାନୀପୁରକୁ ମମତା ବାନାର୍ଜୀଙ୍କ ଗଡ଼ କୁହାଯାଏ ।
 
ନିର୍ବାଚନ ଫଳାଫଳ ପରେ ସାମ୍ବାଦିକ ସମ୍ମିଳନୀ କରି ମମତା ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତିଯେ, ବିଜେପିର ଅନୈତିକ ବିଜୟ ହୋଇଛି, ଇଭିଏମ୍ ଓ କେନ୍ଦ୍ରୀୟ ବାହିନୀକୁ ଅପବ୍ୟବହାର କରି ବିଜେପି ଜିତିଛି । ଶହେରୁ ଅଧିକ ଆସନରେ ବିଜେପି ଭୋଟ୍ ଚୋରି କରିଛି ବୋଲି ଦିଦି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *