End of Mamata Era in Bengal; Lotus Set to Bloom in Bengal

ବେଙ୍ଗଲରେ ମମତା ଯୁଗର ଅନ୍ତ ଘଟିଛି । ସମସ୍ତଙ୍କୁ ଚମକାଇ ଦେଇଛି ପଶ୍ଚିମବଙ୍ଗର ଫଳାଫଳ । ପଶ୍ଚିମ ବଙ୍ଗରେ ବିଜେପି ବହୁମତ ସଂଖ୍ୟାଗରିଷ୍ଠତା ହାସଲ କରିଛି, ଯାହା ଫଳରେ ଏକ ଐତିହାସିକ ମୋଡ଼ ସୃଷ୍ଟି ହୋଇଛି ।

ପଶ୍ଚିମବଙ୍ଗ ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୧୭୩ଟି ଆସନରେ ଆଗୁଆ ଥିବାବେଳେ ତୃଣମୂଳ କଂଗ୍ରେସ ୮୫ଟି ଆସନରେ ଆଗରେ ରହିଛି । ସଂଖ୍ୟାଗରିଷ୍ଠତା ଅଙ୍କ ୧୪୮ ରହିଥିବାବେଳେ ବିଜେପି ଏହି ଅଙ୍କ ପାର କରିସାରିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପଛରେ ପଡିଛନ୍ତି । ଅଧିକାରୀ ପୁଣି ଥରେ ନନ୍ଦୀଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ।

end-of-mamata-era-in-bengal-lotus-set-to-bloom-in-bengal

By Nirvay

Leave a Reply

Your email address will not be published. Required fields are marked *