ତାଜା ଖବର ରାଜ୍ୟ BMC Raid Sweet shops in Pahala: ପାହାଳରେ ଛେନା ଓ ପନିରରେ ଅପମିଶ୍ରଣ ନେଇ ବିଏମ୍ସିର ରେଡ୍ August 25, 2026 Papirani ରାଜଧାନୀ ଭୁବନେଶ୍ୱରରେ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସକ୍ରିୟ ହୋଇଉଠିଛି ଭୁବନେଶ୍ୱର ମହାନଗର ନିଗମ (BMC)। ଛେନା ଓ ପନିରରେ ଅପମିଶ୍ରଣ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଆଜି ପାହାଳସ୍ଥିତ ପ୍ରସିଦ୍ଧ ମିଠା ବଜାରରେ BMC ପକ୍ଷରୁ ଏକ ବଡ଼ଧରଣର…