ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆରମ୍ଭ ହୋଇଛି ପହଣ୍ଡି ।୩ ରଥ ପ୍ରତିଷ୍ଠା ପରେ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ। ଦର୍ପଦଳନରେ ବିରାଜମାନ ହେବା ପାଇ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ । Post navigation CM Majhi at Govardhana Peetha: ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Ratha Jatra: ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା; ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତାଗଣ