ବ୍ରହ୍ମପୁରର ବଡ଼ବଜାର ଥାନା ସୀମା ଅନ୍ତର୍ଗତ ଶାନ୍ତିନଗର ଲେନ୍-୫ରେ ଆଜି ଜଣେ ଯୁବତୀ ନିଜ ଉପରେ କିରୋସିନ ଢାଳି ଆତ୍ମାହୁତି ଦେଇଛନ୍ତି ।ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ କାହିଁକି ନିଜକୁ ଜାଳିଲେ କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ଆରମ୍ଭ କରିଛି। Post navigation All Schools to Remain Closed in Bhadrak and Puri Districts today due to Continuous Rain Odisha BJP Meeting: ବିଜେପି ପାର୍ଟି ଅଫିସରେ ପଦାଧିକାରୀ ଓ ପ୍ରଭାରୀ ବୈଠକ ଆରମ୍ଭ