ହର୍ମୁଜ୍ ପ୍ରଣାଳୀରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଟ୍ୟାଙ୍କର ଉପରେ ଇରାନ ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଆକ୍ସନ ମୋଡରେ MEA । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଦିଲ୍ଲୀ ସ୍ଥିତ ଦୂତାବାସର କୂଟନୀତିଜ୍ଞଙ୍କୁ ସମନ କଲା ବୈଦେଶିକ ମନ୍ତ୍ରାଳୟ । ଡେପୁଟି ଚିଫ୍ ଅଫ୍ ମିଶନ ମହମ୍ମଦ ଜାଭେଦ ହୋସନାନିଙ୍କୁ ମଧ୍ୟ ସମନ ଜାରି ହୋଇଥିବା ଜଣାପଡ଼ିଛି । Post navigation Free Education in Odisha: ରାଜ୍ୟରେ ମାଗଣା ଶିକ୍ଷା ବ୍ୟବସ୍ଥା ପ୍ରସଙ୍ଗ; SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ मध्य पूर्व युद्ध का असर: एक महीने के सबसे ऊंचे स्तर पर पहुंचा कच्चा तेल; प्रति बैरल $85 के पार